କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି- Tarot Card Reading

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଜେନେରାଲ ରିଡିଙ୍ଗ । ଯାହାର ବିଷୟ ବସ୍ତୁ ରହିଛି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ବା ଚିନ୍ତା କରୁଛନ୍ତି । ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆପଣ ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏକୁ ଚୁଜ କରନ୍ତୁ ଆଉ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଆପଣ ଯାହା ବିଷୟରେ ଚିନ୍ତା କରୁଛନ୍ତି ବା ଭଲ ପାଉଛନ୍ତି ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି ।

୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ଭାବୁଛନ୍ତି ଆପଣ ବହୁତ ଖୁସି ଦେଉଛନ୍ତି । ଆପଣ ବହୁତ ଭଲ ମଣିଷ ଅଟନ୍ତି । ଏବେ ସେ ଆପଣଙ୍କ ବିଷୟରେ ବହୁତ ଅଧିକା ଭାବୁଛନ୍ତି । ସେ ଆପଣଙ୍କ ଲଭ ପାର୍ଟନର ବା ବନ୍ଧୁ ହୋଇ ପାରନ୍ତି ଯିଏ ଆପଣଙ୍କର ନିକଟତର ଅଟନ୍ତି । ମଣିଷ ନିଜ ଜୀବନରେ ଯାହା ଇମେଜ କରିଥାଏ ଏମିତି ସେ ଭାବୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ପ୍ରତି ଆକର୍ଷିତ, ପ୍ରେମ, ବନ୍ଧୁ ଅଛନ୍ତି । କିନ୍ତୁ ଆପଣଙ୍କ ସହ ବନ୍ଧୁତା ଭଲ ନୁହେଁ ବୋଲି ସେ ଭାବୁଛନ୍ତି । ଆପଣ ତାଙ୍କୁ ଧୋକା ଦେଇ ପାରନ୍ତି ବା ଛାଡି ଦେଇ ପାରନ୍ତି ବା ଚିନ୍ତା କରି ପାରନ୍ତି ବା ଆପଣ କୌଣସି ସ୍ଵାର୍ଥ ବା ଲାଳସା ରହିଛି ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କୁ ନେଇ ବୁଝିପାରୁ ନାହାନ୍ତି । ହୋଇପାରେ ତାଙ୍କ ଆଖପାଖରେ ଏମିତି କିଛି ଲୋକ ଅଛନ୍ତି ଯିଏ ଚାହୁଁ ନାହାନ୍ତି ଆପଣ ଦୁହିଙ୍କ ଭିତରେ ବନ୍ଧୁତା ହେଉ ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ସହ ଆଗକୁ ଜୀବନରେ ବଧିବାକୁ ଚାହୁଁ ଛନ୍ତି । କିନ୍ତୁ କିଛି କଥା ବା କାରଣ ପାଇଁ ସେ ଆପଣଙ୍କ ସହ ଆଗକୁ ଯାଇ ବି ପଛକୁ ଫେରି ଆସୁଛନ୍ତି । ସେ ଆପଣଙ୍କୁ ବିଶ୍ଵାସ କରୁଛନ୍ତି ସମ୍ମାନ କରୁଛନ୍ତି । କିନ୍ତୁ ଅତୀତରେ କିଛି ଏମିତି ଘଟିଛି କି ସେ ଭାବୁଛନ୍ତି ଆପଣ ତାଙ୍କୁ ଧୋକା ଦେଇ ପାରନ୍ତି । ଆପଣ ଏମିତି ଜଣେ ମଣିଷ ଯିଏ ନିଜର ଭଲ ପାଇଁ ଫାଇଦା କରିଥାନ୍ତି । ଆପଣଙ୍କୁ ସେ ସ୍ଵାର୍ଥପର ଭାବୁଛନ୍ତି । କିନ୍ତୁ ସେ ଆପଣଙ୍କ ସହ ଆଗକୁ ବଢିବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣ ବହୁତ ଭଲ ମଣିଷ ଅଟନ୍ତି ଏମିତି ସେ ଭାବୁଛନ୍ତି । କିନ୍ତୁ ଅନେକ ଥର ଆପଣ ଦୁହିଙ୍କ ଭିତରେ ଝଗଡା ହେଉଛି । ଯେବେ ଆପଣ ଦୁହେଁ ନିକଟତର ହେଉଛନ୍ତି ଝଗଡା ହେଉଛି । ଆପଣ ବହୁତ ପଜେଟିଭ, ଶକ୍ତିଶାଳୀ, ସକ୍ଷମ ଅଟନ୍ତି ।

ଆପଣ ସବୁବେଳେ ଠିକ ଥାନ୍ତି । କିନ୍ତୁ ଆପଣଙ୍କ ଭିତରେ ଝଗଡା ହେବା କାରଣରୁ ସେ ଦୁଖୀ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *