ସାକ୍ଷାତ ମା ଲକ୍ଷ୍ମୀ ଅଟନ୍ତି ଏହି 5ଟି ମାସରେ ଜନ୍ମ ହୋଇଥିବା ଝିଅ, ଆପଣଙ୍କ ଜନ୍ମ ମାସ ନାହିଁ ତ !

ବନ୍ଧୁଗଣ ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ମା ଲକ୍ଷ୍ମୀ ଙ୍କର ବାସ ଥାଏ ବୋଲି କୁହା ଯାଇଛି । ଏଥିପାଇଁ ଯେବେ ଗୃହରେ ଝିଅ ଜନ୍ମ ହୋଇଥାନ୍ତି ଲୋକ ମାନେ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଲେ ବା ଲକ୍ଷ୍ମୀ ଙ୍କ ଆଗମନ ହେଲା । ଅନେକ ଲୋକଙ୍କ କହିବା ଅନୁଯାୟୀ ଝିଅ ମାନେ ଘର ପାଇଁ ସୁଖ ସମୃଦ୍ଧି ଓ ଯଶ ଆଣିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଝିଅଙ୍କର ଜନ୍ମ ସହ ଜନ୍ମ ମାସ ବହୁତ ଭାଗ୍ୟବାନ ହୋଇଥାଏ ।

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଭାଗ୍ୟଶାଳୀ ହେବା ସହ ଭଲ ଶାଶୁଘର ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମିତ ଝିଅ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ଵରୁପା ହୋଇଥାନ୍ତି । ୧- ଯେଉଁ ଝିଅ ମାନଙ୍କର ଜନ୍ମ ଫେବୃଆରୀ ମାସରେ ହୋଇଥାଏ ସେମାନଙ୍କର ସ୍ଵଭାବ ବହତ ବିନମ୍ର ହୋଇଥାଏ । ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅ ମାନଙ୍କର ବିବାହ ପରେ ଭଲ ଘର ମିଳିବା ସହ ନିଜ ପରିବାରରେ ସୁଖ ସମୃଦ୍ଧି ବି ଆଣିଥାନ୍ତି ।

୨- ଯେଉଁ ଝିଅ ମାନଙ୍କର ଜନ୍ମ ଏପ୍ରିଲ ମାସରେ ହୋଇଥାଏ ସେମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ୱରୂପ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହେବା ସହ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିବା ସହ ଭାଗ୍ୟ ଉଚ୍ଚ ହୋଇଥାଏ ।

୩- ଯେଉଁ ଝିଅ ମାନଙ୍କର ଜନ୍ମ ଜୁନ ମାସରେ ହୋଇଥାଏ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ଝିଅ ମାନେ ଅତ୍ୟନ୍ତ ଶୁଭ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ପରିଶ୍ରମୀ ହେବା ସହ ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ।

୪- ସେପ୍ଟେମ୍ବର ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀ ରେ ଚନ୍ଦ୍ର, ବୁଧ, ଶୁକ୍ର ଏହି ୩ଟି ଗ୍ରହ ଙ୍କର ମିଳନ ହୋଇଥାଏ । ଏମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେଠାରେ ଯସ ଓ କୀର୍ତ୍ତିମାନ ସ୍ଥାପନ ହୋଇଥାଏ । ଏମାନେ ବହୁତ ଭଲ ସ୍ଵାମୀ ପାଇଥାନ୍ତି ।

୫- ନଭେମ୍ବର ମାସରେ ଜନ୍ମିତ ଝିଅ ମାନଙ୍କର ସ୍ଵଭାବ ନାମରେ ହେବା ସହ ବୁଦ୍ଧିମତୀ ହୋଇଥାନ୍ତି । ଏହି ଆଶାରେ ଜନ୍ମିତ ଝିଅ ମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହେବା ସହ ବିବାହ ପରେ ଭଲ ଶାଶୁଘର ମିଳିଥାଏ । ଏହା ସହ ଶ୍ଵଶୁର ଘରେ ଧନ ସମ୍ପତି ରେ ପୂର୍ଣ୍ଣ ହୋଇଥାଏ । ଏମାନେ ନିଜ ପରିବାର ପାଇଁ ଯସ ଓ କୀର୍ତ୍ତିମାନ ସ୍ଥାପନ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *