କଣ ଆମ ଜନ୍ମ ପତ୍ରିକାରେ ଥିବା ନିଜ ଭାଗ୍ଯର ଲେଖାକୁ ଆମେ ବଦଳାଇ ପାରିବା? BK Shivani

ଆମେ ଜାଣିଛେ କି ଭାଗ୍ୟ କଣ ଅଟେ ? ତଥାପି ଆମେ କହୁ କି ଆମେ ଭାଗ୍ୟ ବଦଳାଇବା ପାଇଁ ଚେଷ୍ଟା କରିବା ଆମେ ଆମ ଭାଗ୍ୟ ଲେଖିବା । ଏହାକୁ କିଛି ଲୋକ ମାନେ ଚେଷ୍ଟା କରିକି ଭି ବଦଳାଇ ପାରନ୍ତି ନି ସେମାନେ ଭାବନ୍ତି ଭାଗ୍ୟ ହେଉଛି ଯାହା ଲିଖିତ କିନ୍ତୁ ଯାହା ଆମ କର୍ମ ରୁ ବାହାରିବ ତାହା ମଧ୍ୟ ଭାଗ୍ୟ ଅଟେ । ତେଣୁ କରି ଆପଣ ଭାଗ୍ୟ ପାଇଁ ସବୁବେଳେ କାନ୍ଦିବା ବନ୍ଦ କରି ଦିଅନ୍ତୁ । ଆଜି ଆମେ ଭାଗ୍ୟ କିଭଳି ବଦଲାଇବା ଜାଣିବା ।

ଯଦି ଆମକୁ କେହି କହିବ ମୁ ତୁମ ଭାଗ୍ୟ ବିଷୟରେ କହି ଦେବୀ ତେବେ ତୁମେ ନିଶ୍ଚିତ ଭାବେ ଏହାକୁ ଗ୍ରହଣ କରି ନେବେ । ଆମେ ଆପଣଙ୍କୁ ଏହା ବନେଇବା ଶିଖାଇବୁ । ଦେଖନ୍ତୁ ଭାଗ୍ୟ କିମ୍ବା ଜାତକ ଯାହା ଜନ୍ମ ବେଳେ ଲେଖା ହୋଇ ଥାଏ । ଆପଣ ଜାଣି ଥିବେ କି ଏହା କଣ ପାଇ ଓ କେଉଁ ଭଳି ହୋଇ ଥାଏ । କଣ ଆପଣ ଜାଣିଛନ୍ତି କି ଆମ ପୂର୍ବ ଜନ୍ମ ର ଓ ଗ୍ରହର ସ୍ଥିତି କୁ ଦେଖିକି ଆମେ ଆମର ଗ୍ରହର ଚଳନ କୁ ନେଇକି ଜାତକ କରି ଥାଉ । ଆପଣ କଣ ଜାଣିଛନ୍ତି କି କଣ ପାଇ ଆମେ ଜୀବନରେ କରିବା ପାଇଆନ ଯାଉଥିବା କିମ୍ବା ଯଦି କିଛି ଉଚ ପୋଷ୍ଟ ଥିବା ତେବେ କେଉଁ ଭଳି ଭାବେ ଆମେ ତଳକୁ ପଡି ଥାଉ କଣ ଆପଣ ଜାଣି ଛନ୍ତି ।

ଦେଖନ୍ତୁ ଆମେ ଏକ ଉଦାହାରଣ ଦେଇ ଏହା ଆପଣଙ୍କୁ କହି ଦେବୁ । ପ୍ରକୃତ କଥା ହେଉଛି କି ଆମେ ଏକ ଜାଗାକୁ ଯାଇ ରକ୍ତ ଦେବା ଓ କହିବା କି ଆମର ପରୀକ୍ଷା କରନ୍ତୁ ଡାକତର ଏହାକୁ ପରୀକ୍ଷା କରି ଆମ ଆଗକୁ ଆଣିବେ ଓ କହିବେ କି ଆପଣଙ୍କୁ ଆଗକୁ ଯାଇକି କିଛି ଦିନ ପରେ ଆପଣଙ୍କୁ ଡାଇବେଟିସ ହୋଇଯିବ । ଏହା କହିବାର ଅର୍ଥ ହେଉଛି କି ଆପଣ ନିଶ୍ଚିତ ଭାବେ ଏହି ରୋଗର ଶିକାର ହୋଇ ଯିବେ ଯଦି ଆପଣ ଏବେ ଠାରୁ ନିଜକୁ ସମ୍ଭାଳି ନନେବେ । ଆପଣ ଜାଣି ଥିବେ କି ଭଗବାନ ଏହା ମଧ୍ୟ କହିଛନ୍ତି କି ଆମେ ନିଶ୍ଚିତ ଭାବେ ଏକ କାମ କରି ପାରିବା କି ଆମେ ଆମେ ଯଦି କାଲୀକୁ ପରିବର୍ତ୍ତନ କରିବା ପାଇଁ ଚାହୁଁ ତାହେଲେ ଆମେ ଆଜି ପରିବର୍ତ୍ତନ କରି ନେବା ନିଶ୍ଚିତ ଭାବେ ।

ଆଜି ଯଦି ଆମେ ଜଗି ଯିବା ଆମକୁ ଆଗକୁ ଯାଇକି ଡାଇବେଟିସ ହେବନି । କିନ୍ତୁ ଆଜି ଆମେ ଯେଉଁ ଭଳି ଅଛେ ସେହି ଭଳି ରହିବା ଦ୍ଵାରା ଆମେ ନିଶ୍ଚିତ ଭାବେ ଆକ୍ରାନ୍ତ ହୋଇ ଯାଇ ପାରିବା ଏହି ରୋଗରେ । ଆଜି ଯଦି ଆମେ ଆମ ସଂସ୍କାର କୁ ସଠିକ କରିବା ତେବେ ଆମେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା । ଆମେ ଯଦି ଖରାପ ଚିନ୍ତା କରିବା ତ ଆମେ ଖରାପ ପରିଣାମ ପାଇବା । ଯଦି ଭି ଭଲ ପାଇବା ର ଥିବ ତାହା ଆମ ସଂସ୍କାର ପାଇଁ ଖରାପ ରେ ପରିଣତ ହୋଇ ଜୀବ । ତେଣୁ ଭାଗ୍ୟ ଆମ ଉପରେ ନିର୍ଧାରିତ ଅଟେ ।

Leave a Reply

Your email address will not be published. Required fields are marked *