ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ? Swapna Shsatra

କୁହାଯାଇଥାଏକି ସ୍ଵପ୍ନ ଅକ୍ଷର ସମାନ ହୋଇଥାଏ । ତାହା ଅଚେତନ ମନରେ ଦେଖାଯାଇଥାଏ । ଯଦି ଏହାର ସଠିକ ଭାବରେ ଚିହ୍ନଟ କରାଯାଇଥାଏ ତେବେ ଏହା ସ୍ଵପ୍ନରେ ଆସିବାର ଅର୍ଥ ସଫା ସଫା ବୁଝି ପାରିବା । କାହାକୁ ଜୀବନ ସହିତ ଜଡିତ ସ୍ଵପ୍ନ ଆସିଥାଏ ତ କାହାକୁ ଭୟଙ୍କର ସ୍ଵପ୍ନ ଆସିଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଭଗବାନ ସମ୍ବନ୍ଧିତ ଜିନିଷ ସ୍ଵପ୍ନରେ ଆସିଥାଏ ।

ଏହାର ଅର୍ଥ ଶିବ ଲିଙ୍ଗ, ସାପ, ତ୍ରିଶୂଳ ଆଉ ବେଳେ ବେଳେ ମହାଦେବ ମଧ୍ୟ ସ୍ଵପ୍ନରେ ଆସିଥାନ୍ତି । ଯଦି ଆପଣଙ୍କୁ ମଧ୍ୟ ଆଧ୍ୟାତ୍ମିକ ସ୍ଵପ୍ନ ଆସିଥାଏ । ଏହାର ମାନେ ଏହା ଅଟେକି ଆପଣଙ୍କ ବିଚାର ଧାରା ସ୍ଵଭାବ ବହୁତ ସକାରାତ୍ମକ ଅଟେ ।

ଯଦି ଆପଣଙ୍କର ସାପ ସମ୍ବନ୍ଧିତ କୌଣସି ସ୍ଵପ୍ନ ଆସିଥାଏ ଆସନ୍ତୁ ଜାଣିବା ସେହି ରହସ୍ୟ ବିଷୟରେ ।ସ୍ଵପ୍ନରେ ଯଦି ସିବ ଲିଙ୍ଗା ଆସିଥାଏ ତେବେ ଏହା ଧ୍ୟାନ ମଗ୍ନ ହେବାକୁ ଦର୍ଶାଇ ଥାଏ । ପୂର୍ବ ଜନ୍ମରେ ଶିବ ଲିଙ୍ଗକୁ ଦେଖିବାର ଇଛା ବା ପୂଜା କରିବାର ଇଛା ହୋଇଥିଲେ ଏହି ଜିନିଷ ସଙ୍କେତ ଦେଇଥାଏ । ଧ୍ୟାନ କରିବା ଦ୍ଵାରା ମହାଦେବଙ୍କୁ ସ୍ପଷ୍ଟ ଭାବରେ ଦେଖି ହୋଇଥାଏ । ଯଦି ଆପଣ ସ୍ଵପ୍ନରେ ଶିବ ଲିଙ୍ଗ ଦେଖିଛନ୍ତି ତେବେ ଏହାର ଅର୍ଥ ଜୟ ହେବ । ସବୁ ଅସୁବିଧା ଦୂର ହେବ ଓ ଧନ ମଧ୍ୟ ଆସିବ ।

ସ୍ଵପ୍ନରେ ଶିବ ପାର୍ବତୀଙ୍କୁ ଦେଖିବାର ଅର୍ଥ ନୂଆ ନୂଆ ଭଲ ସୁଯୋଗ ଆପଣଙ୍କ ଅପେକ୍ଷାରେ ରହିଛି । ବହୁତ ଶୀଘ୍ର ଲାମ୍ବା ଯାତ୍ରା ଓ ଭଲ ଭୋଜନର ସୁଯୋଗ ରହିଛି । ଏହା ସବୁଠାରୁ ବସ ଶୁଭ ସଙ୍କେତ ହୋଇଥାଏ । ଏହା ସହିତ ଆପଣ ଯଦି ମହାଦେବଙ୍କୁ ତାଣ୍ଡବ କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆକ୍ରମଣର ସଙ୍କେତ ଅଟେ । ଯଦି ଆପଣଙ୍କୁ ଏହିଭଳି ସଙ୍କେତ ଆସେ ତେବେ ଏହାର ଅର୍ଥ ଅଟେକି ଆପଣଙ୍କ ସବୁ ସମସ୍ୟାର ଅନ୍ତ ହେବ । ଆପଣଙ୍କୁ ମଧ୍ୟ ଧନ ଲାଭ ହେବ ।

କଠିନ ପରିଶ୍ରମ କରିବାକୁ ପଡିବ । ଯଦି ସ୍ଵପ୍ନରେ ଯଦି ମହାଦେବଙ୍କର ମନ୍ଦିର ଦେଖାଯିବ ତେବେ ଏହାର ଅର୍ଥ ଏହାକି ଆପଣଙ୍କୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇପାରେ । ଏହାର ଅର୍ଥ ଏହା ମଧ୍ୟ ହୋଇଥାଏକି ଆପଣ ବହୁତ ଶୀଘ୍ର ବହୁତ ବଡ ରୋଗରୁ ମୁକ୍ତି ପାଇବେ । ଯଦି ସ୍ଵପ୍ନରେ ମହାଦେବଙ୍କର ତ୍ରିଶୂଳ ଦେଖୁଛନ୍ତି ତେବେ ଆପଣଙ୍କ ପୂର୍ବ ଜନ୍ମ ଏହି ଜନ୍ମ କିମ୍ବା ଆଗାମୀ ଜନ୍ମ କିଛି ସମ୍ବନ୍ଧ ରହିଛି । ଏହା ସହିତ ଜନ୍ମ ଓ ମୃତ୍ୟୁ ସହିତ ମଧ୍ୟ କିଛି ସମ୍ବନ୍ଧ ରହିଛି ।

Leave a Reply

Your email address will not be published. Required fields are marked *