କନ୍ୟାର କେଉଁ ଅଙ୍ଗ ଗୋଲ ହୋଇଥିଲେ ଦୈବୀଗୁଣି ହୋଇଥାନ୍ତି- Ajira Anuchinta

ଯେଉଁ ମହିଳା ମାନଙ୍କ କାନ୍ଥ କୋମଲ ଥାଏ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗୟଶାଳୀ ମହିଳା ଅଟନ୍ତି । ମହିଳା ମାନଙ୍କ ମଧ୍ୟରେ ଯେଉଁ ମାନେ ଆସ୍ତିକ କ୍ଷମାଶିଳ, ଦାନଶିଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ଶାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି । ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥି ଙ୍କୁ ଆଦର କରିଥାନ୍ତି ସେମାନେ ଭାଗ୍ୟଶାଳି ହୁଅନ୍ତି । ଯେଉଁ ମାନେ ଘରେ ସବୁ ଦିନ ସକାଳ ସନ୍ଧ୍ୟା ରେ ପୂଜା ଅକରିଥାନ୍ତି ସେମାନେ ଭାଗ୍ୟବତି ହୋଇ ଥାନ୍ତି ।

ଯେଉଁ ମହିଳାନଙ୍କ ଗାଲ ଗୋଲ ସୁନ୍ଦର ଓ ଶିର ଦେଖା ଯାଇ ଥାଏ ସେମାନେ ଦଇବିକ ଗୁଣ ଥିବା ମହିଳା ଥାନ୍ତି । ଯେଉଁ ମାନଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ ଅଟେ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି । ଯେଉଁ ମହିଳା ମାନଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ସାଂସାଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି ।

ଯାହାର ବେକ ଘାନ୍ତିକା ଉଚ୍ଚ ହୋଇଥାଏ ସେମାନେ ଭାଗ୍ଯବାନ ହୋଇ ଥାନ୍ତି । ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ଵାମୀ ଏଇଶୋଇର୍ଜ୍ୟଶାଳୀ ହୋଇଥାନ୍ତି । ଯାହାର ନାକରା ଅଗ୍ରଭାଗ ସାମାନ୍ଯ ଆଗକୁ ଲାମ୍ବା ହୋଇକି ରହିଥାଏ ବହୁତ ସୁଖ ପ୍ରାପ୍ତି ପାଇ ଥାନ୍ତି ।

ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷ ମାନଙ୍କ ପାଇଁ ମଙ୍ଗଳକାରୀ ଅଟନ୍ତି । ଯାହାର ଓଠ ମଝିରେ ରେଖା ଦେଖା ଯାଇ ଥାଏ ସେମାନେ ଭାଗ୍ଯବାନ ହୋଇଥାନ୍ତି । ଯାହାର ଉପର 16 ତୋ ଓ ତଳ 16 ଟି ଯାକ ଦାନ୍ତ ପୁରା କ୍ଷୀର ଭଳି ଧଳା ହୋଇ ଥାଏ ।

ସଫାଥାଏ ସେ ସ୍ବାମୀର ପ୍ରିୟା ହୋଇଥାନ୍ତି । ମହିଳା ମାନଙ୍କ ଜିଭ ଯଦି ପତଳା ଥାଏ କୋମଳ ଥାଏ ତେବେ ସେମାନଙ୍କୁ ଉତାମ ପତି ମିଳିଥାଏ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଯେଉଁ ମହିଳା ମାନଙ୍କ ପାଟି ହସିବା ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖା ଯାଇଥାଏ ସେ ସ୍ଵାମୀ ଙ୍କ ପାଇଁ ସୌବଭାଗୀ ଆଣିଥାନ୍ତି ।

ଯେଉଁ ମହିଲା ମାନଙ୍କ ଆଖି ହରିଣ ପରି ଓ ଡୋଳା କଳା ଆଖି ପତା ଛୋଟ କଳା ଚୁଟି ଥାଏ ସେମାନେ ଶୁଭ ହୋଇଥାନ୍ତି । ଯାହାର ହାତ କୋମଳ, ଲୋମ ନଥାଏ କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗ କରିଥାନ୍ତି । ଯାହାର ବାମ ହାତରେ ବେକରେ ଗଳାରେ ଓଠରେ ଓ କାନରେ ତିଳ ଚିହ୍ନ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି ।

ମହିଳା ଙ୍କ ହାତ ପାପୁଲି କୋମଲ ଏବଂ ହାତରେ ପଦ୍ମ ପତାକା, ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି । ଯାହାର ପାଦର ଆଙ୍ଗୁଳି ଜାକି ହୋଇକି ଥାଏ ଓ କୋମଲ ପାଦ ଥାଏ ସେମାନେ ଭାଗ୍ଯବାନ ଥାନ୍ତି । ଯାହାର ପାଦରେ ଆଙ୍ଗୁଳି ର ମଧ୍ୟରେ ଅଧିକା ଫାଙ୍କା ଥାଏ ସେମାନେ ଧନ ସଞ୍ଚୟ କରିପାରି ନଥାନ୍ତି । ଯାହାର ପାଡରା କାଣୀ ଆଙ୍ଗୁଳି ମାଟିରେ ଲାଗେନୀ ସେମାନେ ସମୟ ଅନୁସାରେ ନିଜକୁ ବଦଳାଇ ଦେଇ ପାରନ୍ତି ।

Leave a Reply

Your email address will not be published. Required fields are marked *