କେବଳ ଏହି ମଞ୍ଜିକୁ ଭାଜିକି ଖାଆନ୍ତୁ, କୁମ୍ଭକର୍ଣ ଭଳି ନିଦ ଆସିବ… ଚିନ୍ତାମୁକ୍ତ ହୋଇ ଶୋଇବେ- Health Tips 

ନମସ୍କାର ବନ୍ଧୁଗଣ, ଆଜିକାଲି ଦୁନିଆରେ କାମର ଚିନ୍ତାରେ ରାତିରେ ଠିକରେ ନିଦ ମଧ୍ୟ ଆସୁନାହିଁ । ଏହା ଏବେ ଲୋକମାନଙ୍କର ଏକ ବଡ ଚିନ୍ତାର ବିଷୟ ହୋଇସାରିଲାଣି । ଏହାର ବହୁତ ଉପଚାର ମଧ୍ୟ କରିଥିବେ ଆପଣ କିନ୍ତୁ ବିଫଳ ହୋଇଥିବେ ନିଶ୍ଚୟ । ଆଜି ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏମିତି ଦୁଇ ଉପାୟ ଯାହାକୁ କଲେ ଏକ ମିନିଟ ରେ ଆସିଯିବ ନିଦ ।

ଯେଉନମାନଙ୍କୁ ନିଦ ଆସୁ ନାହିଁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ । ଥରେ ଆପଣ ଏହାକୁ ବ୍ୟବହାର କରି ଦେଖନ୍ତୁ ଆପଣଙ୍କୁ ନିଦ ନ ଆସୁଥିବା ସମସ୍ଯା ନିଶ୍ଚୟ ଦୂର ହେବ । ପ୍ରଥମ ଉପାୟଟି ହେଉଛି, ଫୁଟି କାକୁଡି ମଞ୍ଜି ଆଣନ୍ତୁ ଯଦି ଏହି ମଞ୍ଜି ନାହି ତେବେ ଆପଣ ତରଭୁଜ ମଞ୍ଜି ମଧ୍ୟ ବ୍ୟବହାର କରିପାରିବେ । ଏହି ମଞ୍ଜିରେ ଅନେକ ପୋଷାକ ତତ୍ଵ ରହିଛି ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଷ୍ଟ୍ରେସ କମିଯାଏ ।

ଏବଂ ମସ୍ତିଷ୍କର ବ୍ଲଡ ସରକୁଲେସନକୁ ବଢେଇଦିଏ । ଏହା ଆପଣଙ୍କ ମସ୍ତିକକୁ ଶାନ୍ତ ରଖିଥାଏ । ଯେଉଁ ହରମୋନ ନିଦ ହେବ ପାଇଁ ସାହାର୍ଯ୍ୟ କରେ ତାହାକୁ ଏହା ତତ୍ପର କରିଦିଏ । ସେଥିପାଇଁ ଏହି ମଞ୍ଜି ଆପଣଙ୍କୁ ବହୁତ ଭଲ ନିଦ ଦେବାରେ ସାହାର୍ଯ୍ୟ କରିଥାଏ । ଅଳ୍ପ କିଛି ଫୁଟି କାକୁଡିର ମଞ୍ଜିକୁ ନେଇ ଭଜନ୍ତୁ ଯଦି ଘିଅ କ୍ଷାନ୍ତି ତେବେ ଏକ ଚାମଚ ଘିଅରେ ଏହାକୁ ଭାଜିଦିନ୍ତୁ । କମ ଆଞ୍ଚରେ ଆପଣ ଏହାକୁ 2ମିନିଟ ଭାଜିପାରିବେ ।

ଭଲ ଭାବେ ଭାଜି ହୋଇଗଲେ ଏହା ଫୁଲିଯିବା ଏବଂ ଏହାର ରଙ୍ଗ ମଧ୍ୟ ଅଳପ ବଦଳି ଯିବ । ଭାଜି ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାକୁ ଆପଣ ବହୁତ ଦିନ ରଖିପାରିବେ । ପ୍ରତିଦନ ରାତିରେ ବିଛଣାକୁ ଯିବା ପୂର୍ବରୁ ଏକ ଚାମଚ ନେଇ ସେବନ କରନ୍ତୁ । ଏହାକୁ ଆପଣ ଦଶ ଦିନ ପର୍ଯ୍ୟନ୍ତ ଖାନ୍ତୁ ଯଦି ଆପଣ ଫାଇଦା ଦେଖନ୍ତି ତେବେ ଆଉ କିଛି ଦିନ ଏହାକୁ ସେବନ କରିପାରିବେ । ଯେଉଁ ମାନଙ୍କର ବ୍ଲଡ ପ୍ରେସର କମ ରହିଛି ସେମାନେ ଏହାକୁ ସେବନ କରନ୍ତୁ ନାହିଁ ।

ଦିତୀୟ ଉପାୟଟି ହେଉଛି, ଆପଣଙ୍କୁ ଚନ୍ଦନ ପାଉଡରର ଦରକାର ପଡିବ । ଚନ୍ଦନ ପାଉଡର ଆମ ମସ୍ତିଷ୍କକୁ ଶାନ୍ତ ରଖିଥାଏ, ଶୀତଳତା ଏବଂ ଥଣ୍ଡା ପ୍ରଦାନ କରିଥାଏ । ଅଧା ଚାମଚ ଚନ୍ଦନ ନିଅନ୍ତୁ ଏବଂ ସେଥିରେ କିଛି ପାଣି ଦେଇ 10 ମିନିଟ ସେମିତି ରହିବାକୁ ଦିଅନ୍ତୁ । ତାପରେ ଏହାକୁ ଭଲ ଭାବରେ ମିଶାଇ ଏହାକୁ ପ୍ରୟୋଗ କରନ୍ତୁ । ଆପଣ ଚାହିଁଲେ ଚନ୍ଦନ କଥାକୁ ପେଡିରେ ଘଷି ସେହି ଚନ୍ଦନ କୁ ପ୍ରୟୋଗ କରିପାରିବେ ।

ଏହା ପରେ ଆପଣ ଏହାକୁ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାଇ ଶିଅନ୍ତୁ ନିଶ୍ଚୟ ଆପଣଙ୍କୁ ଏଥିରୁ ଆରାମ ମିଳିବ । ଆପଣଙ୍କ ଷ୍ଟ୍ରେସ କମି ଯିବ ଏବଂ ଆପଣଙ୍କୁ 5ମିନିଟରେ ନିଦ ହୋଇଯିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବ ଲାଇକ, ସେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *