କୁମ୍ଭ ରାଶି ଆଗାମୀ 3 ମାସ ପାଇଁ 13 ଟି ମହା ଉପାୟ କରିବା ଦ୍ଵାରା ଜୀବନ ବଦଳିଯିବ ।

ବନ୍ଧୁଗଣ ଜୀବନରେ ସଫଳ ହେବାକୁ ପ୍ରତେକ ବ୍ୟକ୍ତି ଚାହିଁଥାନ୍ତି । କିନ୍ତୁ କୁମ୍ଭ ରାଶିର ବ୍ୟକ୍ତିଙ୍କ କିଛି ଅଲଗା ଅଟେ । ଆଜି ଆମେ ଜାଣିବା କୁମ୍ଭ ରାଶିର ବ୍ୟକ୍ତି ସଫଳତା ପାଇବା ପାଇଁ କେଉଁ ମହାଉପାୟ କରିବାକୁ ହେବ । କୁମ୍ଭ ରାଶିର ବ୍ୟକ୍ତିଙ୍କର ଦୁର୍ବଳତା କଣ ରହିଛି ଆସନ୍ତୁ ଜାଣିବା । କୁମ୍ଭ ରାଶିର ବ୍ୟକ୍ତି ସବୁଠାରୁ ବିଶେଷ ହୋଇଥାନ୍ତି । ଶନିଦେବ ଏମାନଙ୍କ ଜୀବନକୁ ନିୟନ୍ତ୍ରଣ କରିଥାନ୍ତି ।

ଏମାନେ ବୁଦ୍ଧିମାନ ହୋଇଥାନ୍ତି । ଶନିଙ୍କର ରାଶି କାରଣରୁ ଏମାନେ ପ୍ରାୟତଃ କମ ପ୍ରଧାନ ହୋଇଥାନ୍ତି । କିନ୍ତୁ ଦୁର୍ବଳତା କାରଣରୁ ଏମାନେ ଆଗକୁ ବଢିପାରନ୍ତି ନାହିଁ । ଏହି କାରଣରୁ ଭଲ ଭଲ ସୁଯୋଗ ହାତ ଛଡା କରି ଦେଇଥାନ୍ତି । ଏମାନେ ଧନର ଅଧିକ କେୟାର କରନ୍ତି ନାହିଁ । ଯେବେ ଆପଣଙ୍କର କାମ ଚାଲିଯାଏ ତେବେ ଆପଣ ସେଭିଙ୍ଗର ଚିନ୍ତା କରନ୍ତିନି ।

ଏହା ଆପଣଙ୍କର ରାଶିଗତ ସ୍ଵଭାବ କିନ୍ତୁ ଏହାକୁ ବଦଳାଇ ଯାଇପାରିବ । ଏମାନେ କେବେ କେବେ ନିଶା ଦ୍ରବ୍ଯର ଶିକାର ହୋଇଥାନ୍ତି । ସମସ୍ତ ବ୍ୟକ୍ତି ଏପରି ହୋଇ ନ ଥାନ୍ତି । କେବେ କେବେ କାର୍ଯ୍ୟ କୁ ଘୁଞ୍ଚାଇବାର ଅଭ୍ଯାସ ଏମାନଙ୍କ ଠାରେ ଦେଖାଯାଏ । ଏହି ଗୁଣ ଟି ସର୍ବଦା ରହି ନ ଥାଏ । ଏହି ଗୁଣ କାରଣରୁ ଏମାନେ ଫସି ଯାଇଥାନ୍ତି ।

ଏମାନଙ୍କ ପାଖରେ ଭଲ ବନ୍ଧୁ କି ସାଥି ନ ଥାନ୍ତି । ଏମାନେ ନିଜ ଲୋକଙ୍କ ଦ୍ଵାରା ଠକାମିର ଶିକାର ହୋଇଥାନ୍ତି । ଯେବେ ଆପଣ କର୍ମ ପ୍ରଧାନ ହୋଇଥାନ୍ତି ଆପଣଙ୍କୁ ଦିନେ ନା ଦିନେ ସଫଳତା ମିଳିଥାଏ । ଆପଣ କାମ କୁ ଟାଳିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଥିବାରୁ ମୁଖ୍ୟ କାରଣ ହୋଇଥାଏ । ଆପଣଙ୍କର ଇଚ୍ଛା ଅନୁଯାୟୀ ଯେ କୌଣସି ଦିନ ଉପବାସ ରଖନ୍ତୁ ।

ଅଧିକ ଧନ ସଞ୍ଚୟ କରିବା ପାଇଁ ବୃହସ୍ପତିୟଙ୍କୁ ପ୍ରସନ୍ନ କରିବାକୁ ହେବ । ସକାଳୁ ଜଲ୍ଦି ଉଠି ସ୍ନାନ ପରେ ମଥାରେ କେସର ର ତିଳକ ଲଗାନ୍ତୁ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ । ଏହି ଉପାୟ ଟି ଆପଣଙ୍କ ପାଇଁ ପ୍ରଭାବୀ ଉପାୟ ଅଟେ । ଯଦି ସମ୍ଭବ ହୁଏ ଗୁରୁବାର ଦିନ ହଳଦିଆ ଜିନିଷର ଦାନ କରନ୍ତୁ । ଯଥା ହଳଦିଆ ବସ୍ତ୍ର, ବୁଟ ଡାଲି ଇତ୍ୟାଦି ।

ଆପଣ କାହାକୁ ବି ଦାନ କରିପାରିବେ । ନିଜର ସାମର୍ଥ୍ୟ ଅନୁଯାୟୀ ଆପଣ ମନ୍ଦିର ରେ ମଦ୍ୟ ଦାନ କରନ୍ତୁ । ଯଦି ଆପଣ କରଜ ରେ ବୁଡି ରହିଛନ୍ତି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ ଗଣଗ ଜଳ ଅର୍ପଣ କରନ୍ତୁ । ଘରେ ଶିବଲିଙ୍ଗ ରଖିଥିଲେ ବହୁତ ଭଲ ହୋଇଥାଏ । ଏହା ସହ ଧଳା ରୁମାଲ, ଅକ୍ଷତ ଯାହା ଭଙ୍ଗା ନ ହୋଇଥିବ ତାହାକୁ ନେଇ ପୂଜା ସ୍ଥାନରେ ରଖନ୍ତୁ । ସଠିକ ଭାବରେ ଏହି ପୂଜା ବିଧି କୁ କରନ୍ତୁ । ନିଶ୍ଚିନ୍ତ ଭାବେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

Leave a Reply

Your email address will not be published. Required fields are marked *