କିଛି ଜଣା ଅଜଣା ପ୍ରଶ୍ନ ଓ ତାର ଉତ୍ତର- ମୁଁ ସବୁଜ ମୋ ଛୁଆ କଳା, ଲୋକମାନେ ମତେ ଛାଡି ମୋ ଛୁଆକୁ ଖାଇଥାନ୍ତି! ତେବେ କୁହ ତ ମୁଁ କିଏ ? ଏହା ସହ ଆହୁରି 23 GK Quiz

ନମସ୍କାର ବନ୍ଧୁଗଣ, ଆମ ମନରେ ବହୁତ କିଛି ପ୍ରଶ୍ନ ରହିଥାଏ, ଯେଉଁଥିରୁ ଆମେ କିଛି ଜାଣିପାରୁ ଆଉ କିଛି ଜାଣିପାରୁ ନାହି । ଦୁନିଆରେ ଅନେକ ଜିନିଷ କୁ ନେଇ ଅନେକ ପ୍ରଶ୍ନ ରହିଛି । ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ନପାଇ ଆମେ ବେଳେ ବ୍ୟସ୍ତ ହୋଇପଡୁ ତେବେ ଆଜି ଆମେ ଏହାକୁ ଦୂର କରିବୁ, ତେବେ ଆସନ୍ତୁ ଜାଣିବା ସେଭଳି କିଛି ପ୍ରଶ୍ନ ର ଉତ୍ତର ।

ପ୍ରଥମ ପ୍ରଶ୍ନ ହେଉଛି: (୧) କିଶୋର ଶକ୍ତି ଯୋଜନା କେବେ ଯୋଗାଇ ଦିଆଯାଇଥିଲା ? ଉତ୍ତର: ସେପ୍ଟେମ୍ବର ୨୦୧୫ (୨) ପ୍ରସିଦ୍ଧ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା କେଉଁଠାରେ ପ୍ରସିଦ୍ଧ ?ଉତ୍ତର: ଖୋର୍ଦ୍ଧା (୩ ) ମଠା ଓ ଟସର ବସ୍ତ୍ର ପାଇଁ କେଉଁ ସହର ବିଖ୍ୟାତ ?ଉତ୍ତର: ବାରିପଦା (୪ ) ଓଡିଶାର ବୃହତ୍ତମ ଜଳ ପ୍ରପାତର ନାମ କଣ ?ଉତ୍ତର: ଡୁଡୁମା (୫) ଓଡିଶାର କେଉଁଠାରେ ପୋଡୁଚାଷ କରାଯାଏ ?ଉତ୍ତର: କୋରାପୁଟ

(୬ ) ଓଡିଶାର ଜାତୀୟ ପ୍ପାସୁଆର ନାମ କଣ ?ଉତ୍ତର: ଶମ୍ବର (୭ ) ଓଡିଶାର ମନ୍ଦାର ମାଳିନୀ ସହର କାହାକୁ କୁହାଯାଏ ? ଉତ୍ତର: ଭୁବନେଶ୍ଵର (୮ ) ସାତଭାୟା କୁଭୀର ସରକ୍ଷଣ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ? ଉତ୍ତର: କେନ୍ଦପଡା (୯ ) ଇଂରେଜ ମାନେ ପ୍ରଥମ ଫ୍ୟାକ୍ଟରୀ କେଉଁଠାରେ ସ୍ଥାପନ କରିଥିଲେ ? ଉତ୍ତର: ସୁରତ

(୧୦ ) ଏମିତି କେଉଁ ଫଳ ଅଛି ଯାହାର ପେଟରେ ଦାନ୍ତ ଥାଏ ?ଉତ୍ତର: ଡାଳିମ୍ବ (୧୧ ) ଲିଚି କେଉଁ ଠାରେ ଅଧିକ ହୁଅ ?ଉତ୍ତର: ଭାରତ (୧୨) କେଉଁ ଦେଶର ନୋଟ ଉପରେ ଭଗବାନ ଗଣେଶଙ୍କ ଫଟୋ ରହିଛି ?ଉତ୍ତର: ଇଣ୍ଡୋନେସିଆ (୧୨) ଅଳପାସ ପର୍ବତମାଳା କେଉଁ ମହା ଦେଶରେ ରହିଛି ? ଉତ୍ତର: ୟୁରୋପ

(୧୩) ଗଛ ଲଗେଇଲି ଫଳିବା ପାଇଁ ହେଲେ ଝଡିଲା ନହିଁ ?ଉତ୍ତର: ଭେଣ୍ଡି (୧୪ ) ସେ କିଏ ଯିଏ ମୁକ ବଧିର ହେଲେ ବି ସବୁବେଳେ ସତ କୁହେ ?ଉତ୍ତର: ଅଇନା (୧୫) ବନ୍ଦେ ମାତାରାମ ସମାଚାର ପାତ୍ର କିଏ ଆରମ୍ଭ କରିଥିଲେ ? ଉତ୍ତର: ବିପିନ ଚନ୍ଦ୍ର ପାଲ (୧୬) କେଉଁ ପ୍ରାଣୀ ନିଜର ସମସ୍ତ କାର୍ଯ୍ୟ ନାକ ସାହାଜ୍ୟରେ କରିଥାଏ ?ଉତ୍ତର: ହାତୀ

(୧୭) ଭିତରକୁ ଯାଏ ଡ୍ରେସ ପିନ୍ଧି ବହରକୁ ଆସେ ଲଙ୍ଗଳା ହୋଇ ତାହା କଣ ?ଉତ୍ତର: କଦଳୀ (୧୮) ସମ୍ବିଧାନ ପ୍ରଣୟନ କରିଥିବା ପ୍ପ୍ରଥମ ଦେଶର ନାମ କଣ ? ଉତ୍ତର: ଆମେରିକା (୧୯) ଯୋଗ ଦର୍ଶକ ର ପ୍ରବତ୍ତକ କିଏ ଥିଲେ ? ଉତ୍ତର: ପତାଞ୍ଜଳି ଯୋଗ (୨୦) ବିଶ୍ଵର ସବୁଠାରୁ ଅଧିକ ମୋବାଇଲ କେଉଁ ଠାରେ ତିଆରି ହୁଏ ?ଉତ୍ତର: ଚୀନ

(୨୧) ସବୁଠାରୁ ବିଷଧର ସାପର ନାମ କଣ ? ଉତ୍ତର: କିଙ୍ଗ କୋବ୍ରା (୨୨) କେଉଁ ପ୍ରାଣୀ ନିଜର ଖାଦ୍ୟ ଖାଇଲା ବେଳେ ଚାକୁ ଚାକୁ ହୋଇ ଖାଏ ? ଉତ୍ତର: କୁକୁର (୨୩) କେଉଁ ଜୀବକୁ ସବୁ ଜିନିଷ ଦୁଇଟି ଦେଖା ଯାଏ ? ଉତ୍ତର: ହାତୀ । (୨୪) ମୁଁ ସବୁଜ ମୋ ଛୁଆ କଳା, ଲୋକମାନେ ମତେ ଛାଡି ମୋ ଛୁଆକୁ ଖାଇଥାନ୍ତି! ତେବେ କୁହ ତ ମୁଁ କିଏ ? ଉତ୍ତର: ଗୁଜୁରାତି । ଯଦି ଅପଣମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତବେ ଲଇକ, ସେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ କାମରେ ଆସିବ ।

Leave a Reply

Your email address will not be published. Required fields are marked *