ନିଜ ବାହାଘରକୁ ନେଇ ମୁହଁ ଖୋଲିଲେ Rajesh ଓ Lumraina, ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଆପଣ ମାନେ ଓଡିଆ ଜଗତର କଳକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡିଆ ତଥା ଓଡିଶା ବାହାରେ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଏମିତିକି ଓଡିଆ କଳାକାର ମାନଙ୍କୁ ମଢ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ରାଜେଶ ଓ ଅଭିଏଣ୍ଟ୍ରି ଲୁମରାଇନାଙ୍କ ମ୍ୟାରେଜ କୁ ନେଇ କିଛି ଖସା କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅଭିନେତା ରାଜେଶ ଓ ଅଭିନେତ୍ରୀ ଲୁମରାଇନା ଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଦୁଇ ଯୋଡି ନିଜ ବିବାହ ବିଷୟରେ କିଛି ଖାସ କଥା କହିଛନ୍ତି । ଦୁହେଁ ପରସ୍ପରକୁ ଦୀର୍ଘ ଦିନ ଧରି ଭଲ ପାଇ ଆସୁଛନ୍ତି ତାହା ଆପଣ ମାନେ ଜାଣିଥିବେ । ବର୍ତ୍ତମାନ ତାଙ୍କର ରିଙ୍ଗ ସେରିମନି ଗତ କିଛି ଦିନ ତଳେ ସାରିଛି ।

ଆଉ ଦୁହିଙ୍କର ବିବାହ ବହୁତ ଜଲ୍ଦି ହେବକୁ ଯାଉଛି । ଏଭଳି ଗୋଟେ ଖବର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅଭିନେତା ରାଜେଶ କହିଛନ୍ତି କି ଆମେ ବର୍ତ୍ତମାନ ବିବାହ କରି ନାହୁଁ କିମ୍ବା ଆମର ରିଙ୍ଗ ସେରିମନି ସଋ ନାହି । ଆମ ଦୁହିଙ୍କର ରିଲେସନ କୁ ଏକ ବର୍ଷ ହୋଇ ଯାଇଛି ସେଥିପାଇଁ ରାଜେଶ ଲୁମରାଇନା ଙ୍କୁ ଗୋଟେ ମୁଦି ଗିଫ୍ଟ କରିଛନ୍ତି ବୋଲି ଅଭିନେତା ରାଜେଶ ବା ଖୁଲାସା କରିଛନ୍ତି ।

ଆଉ ଏହି ମୁଦି ର ଫୋଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରାଜେଶ ଆହୁରି ମଧ୍ୟ କହିଛନ୍ତି କି ଟଙ୍କାର ନିରବ୍ଧ ହୋଇ ନାହି କି ଏଭଳି ପ୍ଲାନିଂ କିଛି ନାହି କି ଏବେ ବାହାଘର ହେବାର ବି କୌଣସି ଯୋଜନା ହୋଇ ନାହି । ଏହି ଦୁଇ ଯୋଡି ବର୍ତ୍ତମାନ ନିଜର କ୍ଯାରିୟର ଉପରେ ଫୋକସ କରୁଛନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ଲୁମରାଇନା ଓ ଅଭିନେତା ରାଜେଶ ।

ତେବେ ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ହେବ ଅଭିନେତା ରାଜେଶ ଓ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୁହିଙ୍କର ନିର୍ବନ୍ଧ ଶେଷ ହେବ ସହ ବିବାହ ମଧ୍ୟ ସ୍ଥିର ହୋଇଥିଲା । କିନ୍ତୁ ଗତ ଦିନ ମାନଙ୍କରେ ଏମିତି କିଛି ହୋଇଥିଲା ଯାହା ପାଇଁ ଦୁହିଙ୍କର ବ୍ରେକ ଅପ ହୋଇଥିଲା ।

ଏହା ପରେ ରାଜେଶ ଲୁମରାଇନା ଙ୍କୁ ନିଜର ହୃଦୟ ପୁଣି ଥରେ ଦେଇ ବସିଛନ୍ତି । ବର୍ତ୍ତମାନ ରାଜେଶଙ୍କର ଲୁମରାଇନା ଙ୍କ ଏକ ବର୍ଷର ସମ୍ପର୍କ ବ୍ଯତୀତ ହୋଇ ଥିବାରୁ ସେ ଲୁମରାଇନା ଙ୍କୁ ଗୋଟେ ସୁନା ମୁଦି ଗୀତ କରିଥିଲେ । ଯାହାର ଫୋଟୋ ଲୁମରାଇନା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଜେଶ ଓ ଅଭିନେତ୍ରୀ ଲୁମରାଇନା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *