ମାତ୍ର 2 ଚିମୁଟା ପାଣିର ମିଶାଇ ସେବନ କରନ୍ତୁ ଦେଖିବେ ଯାଦୁ, କାଛୁ, କୁଣ୍ଡିଆଣ ଭଳି ଚର୍ମରୋଗ ସମ୍ପୂର୍ଣ୍ଣ ଭଲ ହେବ- Health Tips

ଯେଉଁ ମାନଙ୍କର ଗରମ କାରଣରୁ ବା ଡଷ୍ଟ କାରଣରୁ ବା ଅନ୍ୟ କୌଣସି କାରଣରୁ କୁଣ୍ଡିଆଣ ଭଳି ସମସ୍ୟା ରହୁଛି ସେମାନଙ୍କ ପାଇଁ ଆଜି ଆମେ ଏକ ଉପଚାର ନେଇ ଆସିଛୁ । ବହୁ ପୁରୁଣା କୁଣ୍ଡିଆଣ ହୋଇଥିଲେ ତାହା ଦୂର ହୋଇଯିବ ଏହି ରେମେଡିର ପ୍ରୟୋଗ କରିବା ଦ୍ଵାରା । ଆଉ ଯଦି ଆପଣଙ୍କର ଏହି ସମସ୍ୟା ଏବେ ଆରମ୍ଭ ହୋଇଛି ତେବେ ମାତ୍ର ଏକ ସପ୍ତାହ ଯାଏଁ ଏହି ରେମେଡିର ପ୍ରୟୋଗ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କିପରି ତିଆରି କରିବା ଓ ଏହାର ପ୍ରୟୋଗ କେମିତି କରିବା ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଆଲସୀ ଯାହା ଆମ ତ୍ଵଚାରେ ଆଦ୍ରତା ରଖିଥାଏ । ଯଦି କୁଣ୍ଡିଆଣ ସମସ୍ଯା ହୋଇଥାଏ ତେବେ ସ୍କିନ ଡ୍ରାଏ ହୋଇଥାଏ । ପ୍ରଥମେ ଅଳ୍ପ ଆଲସି ନେଇ ଏହାକୁ ଧିମା ଆଞ୍ଚରେ ଭାଜି ଦିଅନ୍ତୁ ୫ ମିନିଟ ଯାଏଁ । ଏହା ପରେ ଏହାକୁ ଥଣ୍ଡା କରି ଷ୍ଟୋର କରି ରଖିପାରିବେ । ଏହାର ପାଉଡର ପ୍ରସ୍ତୂତ କରି ଆପଣଙ୍କୁ ଏହାର ସେବନ କରିବାକୁ ହେବ ।

ଆଲସୀ ଶରୀର ପାଇଁ ଗରମ ହୋଇଥାଏ ତେଣୁ ଗରମ ଦିନରେ ଏହାର କମ ସେବନ କରନ୍ତୁ । ଦେଖିବେ ସପ୍ତାହକ ମଧ୍ୟରେ ଜାଦୁ, କାଛୁ, କୁଣ୍ଡିଆଣ ଭଳି ସମସ୍ଯା ଶେଷ ହୋଇଯିବ । ସକାଳୁ ଖାଲି ପେଟରେ ଏକ ଗ୍ଳାସ ଉଷୁମ ପାଣି ସହ ସ୍ଲାଇଟ ଖାଇବା ସୋଡା, ଓଲିଭ ସଲ୍ଟ ଆଡ କରି ସେବନ କରନ୍ତୁ । ଆପଣ ଏଥିରେ ସେନ୍ଧା ନାମକ ମଧ୍ୟ ଆଡ କରିପାରିବେ ।

ପ୍ରଥମେ ଆପଣଙ୍କୁ ଏକ ଚାମଚ ଆଲସୀ ଚୋବାଇ ଖାଇବାକୁ ହେବ । ତା ପରେ ଏହି ପାଣି ର ସେବନ କରିବାକୁ ହେବ । ମାତ୍ର ସପ୍ତାହ ଯାଏଁ ଏହାର ସେବନ କରିଲେ ଯେତେ ପୁରୁଣା ସ୍କିନ ଇନଫେକସନ ସମସ୍ଯା ହୋଇଥିଲେ ତାହା ମୂଳ ରୁ ଶେଷ ହୋଇଯିବ । ଆପଣ ଦିନରେ ଏହାକୁ କୌଣସି ସମୟରେ ସେବନ କରି ପାରିବେ ।

ସ୍କିନ ଜନିତ ସମସ୍ଯା ଦୂର କରିବା ପାଇଁ ଆଉ ଏକ ଉପଚାର ହେଉଛି ଆଲୋଭେରା ବା ଘିକୁଆଁରୀ । ଯାହା ଅନେକଙ୍କ ବାଡି ରେ ଲଗା ଯାଇଥାଏ । ଏହା ଆମ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଏକ ଛୋଟ ଆଲୋଭେରା ନେଇ ତାହାର ଉପର ଚୋପା କୁ କାଢି ଦିଅନ୍ତୁ । ଏହା ପରେ ଆଲୋଭେରା ରସ କୁ ନିଜର ସ୍କିନ ରେ ଲାଗନ୍ତୁ । ଆପଣଙ୍କୁ ଚମତ୍କାରୀ ଫାଇଦା ଏଥିରୁ ଦେଖିବାକୁ ମିଳିବ ।

ଦିନକୁ ଦୁଇ ରୁ ତିନି ଥର ଆଲୋଭେରା ର ପ୍ରୟୋଗ ସ୍କିନ ସମସ୍ଯା ପାଇଁ କରିବେ । ରାତି ସମୟରେ ଯେଉଁ ଜାଗାରେ ଆପଣଙ୍କର କୁଣ୍ଡିଆଣ ସମସ୍ଯା ହୋଇଛି ନଡିଆ ତେଲ ଲଗାନ୍ତୁ । ହି ପ୍ରାକାରେ ପ୍ରୟୋଗ କରିଲେ ମାତ୍ର ସପ୍ତାହକ ମଧ୍ୟରେ ଆପଣଙ୍କୁ ବେଷ୍ଟ ରେଜଲଟ ଦେଖିବାକୁ ମିଳିବ । ଆପଣଙ୍କର ଯାଦୁ, କାଛୁ, କୁଣ୍ଡିଆଣ ଭଳି ସ୍କିନ ସମସ୍ଯା ସବୁ ଦିନ ପାଇଁ ଶେଷ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *