ପୁଜା ସମୟରେ ଯଦି ଘଣ୍ଟି ବଜାଉଛନ୍ତି ତାହେଲେ ଶୀଘ୍ର ଦେଖନ୍ତୁ, ଡରିଯିବେ- Vastu Tips

ହିନ୍ଦୁ ଧର୍ମରେ ପୂଜା ପାଠର ବିଷେଶ ମହତ୍ଵ ରହିଛି । ନିୟମିତ ପୂଜା କରିବା ଦ୍ଵାରା ମନରେ ଶାନ୍ତି ଆସିବା ସହ ଘରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । କିନ୍ତୁ ପୂଜା ପାଠ କରିବାର କିଛି ନିୟମ ରହିଛି ଯାହାକୁ ଅଣଦେଖା କରିବା ଦ୍ଵାରା ଫଳ ପ୍ରାପ୍ତ ହୁଏ ନାହି । ପୂଜା କରିବାର ପରମ୍ପରା ପ୍ରାଚୀନ କାଳରୁ ରହିଛି । ଯାହାକୁ ଆଜିର ଦିନରେ ଆଧ୍ୟାତ୍ମିକ ଦ୍ରୁଷ୍ଟି କୋଣରେ ରଖାଯାଇଛି । ଏମିତି ଏକ ମହତ୍ବପୂର୍ଣ୍ଣ ନିୟମ ରହିଛି ଘଣ୍ଟି ବଜାଇବାର ଯାହାର ଶାସ୍ତ୍ରରେ ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣଙ୍କୁ ଘଣ୍ଟି ବଜାଇବାରେ କେଉଁ କେଉଁ ନିୟମ ରହିଛି ତାହା ବିଷୟରେ କହିବାକୁ ଯାଉଛୁ ।

ଘରେ ଥିବା ଘଣ୍ଟି ଉପରେ ଗରୁଡ ଚିତ୍ର ରହିବାର ଆପଣ ମାନେ ଦେଖିଥିବେ । ଯାହାକୁ ଗରୁଡ ଘଣ୍ଟି କୁହାଯାଏ । ପୂଜା କରିବା ସମୟରେ ଗରୁଡ ଘଣ୍ଟିର ବ୍ୟବହାର ଦେବତାଙ୍କୁ ଆମନ୍ତ୍ରଣ ପାଇଁ କରାଯାଇଥାଏ । ଯାହାର ସୁନ୍ଦର ଶବ୍ଦ ରୁ ଦେବତା ମାନଙ୍କୁ ପୂଜା କରାଯାଏ । ଯେବେ ଆମେ ବିଧି ବିଧାନ ଅନୁସାରେ ପୂଜା କରିଥାନ୍ତି ତେବେ ଘାନ୍ତିର ବ୍ୟବହାର କରାଯାଏ । ବିଶେଷ ରୂପରେ ଆଳତି କରିବା ସମୟରେ ଘଣ୍ଟିର ବ୍ୟବହାର କରାଯାଏ । ନଚେତ ଆମର ଆଳତି ଅଧୁରା ମାନାଯାଏ । କିଛି ଲୋକେ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଭୁଲି ଯାଇଥାନ୍ତି । ସେହି ନିୟମ ଗୁଡିକ ହେଉଛି –

୧- ଶାସ୍ତ୍ର ଅନୁସାରେ ସୃଷ୍ଟିର ନିର୍ମାଣ ସମୟରେ ଯେଉଁ ବଡ ଧ୍ୱନି ବାହାରି ଥିଲା ତାହା ଘଣ୍ଟିର ଶବ୍ଦ ସମାନ ଶୁଣିବାକୁ ମିଳିଥିଲା । ଘଣ୍ଟିର ଧ୍ୱନିରେ ଓମକର ରହିଥାଏ ଯାହା ପାଇଁ ଈଶ୍ବରଙ୍କ ପାଇଁ ପୂଜା ପାଇଁ ସ୍ଥାନ ମିଳିଛି । ଏଥିପାଇଁ କେବେ ବି ଘଣ୍ଟିର ଅବମାନନା କରିବା ଅନୁଚିତ ।

୨- ପୂଜା କରିବା ସମୟରେ ଘଣ୍ଟିର ପୂଜା କରିବା ଉଚିତ । ଘଣ୍ଟି ର ପୂଜା କରିବା ପରେ ତାହା ବଜାଇବା ଉଚିତ । ସବୁବେଳେ ଏହା ଅନୁଭବ କରିଥିବେ ପୂଜା କରିବା ସମୟରେ ଘଣ୍ଟି ବଜାଇବା ସମୟରେ ଘରର ବାତାବରଣରେ ଶୁଦ୍ଧତା ଆସିଥାଏ ।

୩- କିନ୍ତୁ ଯଦି ଆମେ ଏହି ନିୟମକୁ ଅଣଦେଖା କରିବା ତେବେ ଘଣ୍ଟିର ଧ୍ୱନିରେ ଯେଉଁ ପବିତ୍ରତା ରହିଛି ତାହା ଖରାପ ଦିଗକୁ ପ୍ରଭାବିତ କରିଥାଏ । ଅଧିକାଂଶ ଲୋକେ ପୂଜା କରିବା ପରେ ଆଳତି ସମୟରେ ଘଣ୍ଟି ବଜାଇଥାନ୍ତି । କିନ୍ତୁ ଭଗବାନଙ୍କୁ ଜଳ ଅର୍ପଣ କରିବା, ସ୍ନାନ କରିବା, ଧୂପଦୀପ ଦେବା ଓ ନୈବେଦ୍ୟ ଦେବା ସମୟରେ ଘଣ୍ଟନାଦ ଅର୍ପଣ କରିବ ଉଚିତ । ଏମିତି କରିବା ଦ୍ଵାରା ପୂଜା ସଂପୂର୍ଣ୍ଣ ମାନାଯାଏ ।

୪- ଘଣ୍ଟି ବଜାଇବା ସମୟରେ କୌଣସି ଦେବତାଙ୍କ ମନ୍ତ୍ର ବା ଆରତୀ କହିବା ଅନୁଚିତ । ଏକ ମିନିଟ ବା ଦୁଇ ମିନିଟ ହେଉ ପ୍ରତିଦିନ ମନ୍ତ୍ର ଜପ କରି ଘରେ ଘଣ୍ଟନାଦ କରିବା ଉଚିତ ।

୫- ଯଦି ଘରେ ଖରାପ ଶକ୍ତି ଅନୁଭବ କରୁଛନ୍ତି ତେବେ ସକାଳେ ଓ ସନ୍ଧ୍ୟାରେ ଘଣ୍ଟି ବଜାଇବା ଦ୍ଵାରା ଏହା ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *