Special Story: 26/11କୁ ପୁରିଲା 13 ବର୍ଷ, କିଛି ଏମିତି ଥିଲା ସେଦିନିର କାହାଣୀ…. ଶୁଣିଲେ ଏବେ ବି ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ୧୩ ବର୍ଷ ତଳେ ମୁମ୍ବାଇ ଆ-କ୍ର-ମ-ଣ ହୋଇଥିଲା । ସେଦିନ ଥିଲା ୨୬/୧୧ ତାରିଖ । ବୁଧବାର ରାତିରେ ନ-ର-ସଂ-ହା-ର ରଚାଇଥିଲେ ଆ-ତ-ଙ୍କ-ବା-ଦୀ । ମୁମ୍ବାଇ ଆ-କ୍ର-ମ-ଣକୁ ପୁରୁଛି ୧୩ ବର୍ଷ । ପାକିସ୍ତାନ ଆ-ତ-ଙ୍କ-ବା-ଦୀ ମାନେ ସେଦିନ ମୁମ୍ବାଇ ରେଳ ଷ୍ଟେସନ ଠାରୁ ଆରମ୍ଭ କରି ନରିମାନା ହାଉସ, ହୋଟେଲ ଓବରଏ, ହୋଟେ ତାଜ ପ୍ୟାଲେସ, ମେଡିକାଲରେ ରାତି ସାରା ସଂ-ହା-ର ରଚାଇ ଆ-ତ-ଙ୍କି-ତ ସ୍ଥିତି ସୃଷ୍ଟି କରିବା ସହ ୧୬୪ ଜଣ ଲୋକ ଗୁ-ଳି ମା-ଡରେ ମୃ-ତ୍ୟୁ-ବ-ର-ଣ କରିବା ସହ ୩୦୮ରୁ ଅଧିକ ଲୋକ ଆ-ହ-ତ ହୋଇଥିଲେ ।

ଏହି ଘଟଣା ଘଟିବାର ଦୀର୍ଘ ୧୩ ବର୍ଷ ହୋଇ ଗଲାଣି । ଆଜି ବି ସେଦିନ ରାତି କଥା ମାନେ ପଡିଲେ ରୋମ ଟାଙ୍କୁରି ଉଠିଛି । ସେଦିନ ଥିଲା ୨୬/୧୧ ୨୦୦୮ ମସିହା ଦେଶର ରାଜନୀତି ଓ ବାଣିଜ୍ୟକ ମୁମ୍ବାଇରେ ଆ-ତ-ଙ୍କ-ବା-ଦୀ ଖେଳିଥିଲେ ର-କ୍ତର ହୋଲି । ପାକିସ୍ତାନ ପ୍ରଯୋଜିତ ଲସ୍କୋରି-ଇ-ତାଇବା ୧୦ରୁ ଅଧିକ ଆ-ତ-ଙ୍କ-ବା-ଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ ଠାରୁ ଆରମ୍ଭ କରି ଲିଓଫୋଲ୍ଡ କାଫେ ସହ ଏକ ମେଡିକାଳରେ ରାତି ସାରା ସଂ-ହା-ର ଲୀଳା ରଚାଇ ଥିଲେ ।

ଏକ ମାତ୍ର ଆ-ତ-ଙ୍କ-ବା-ଦୀ ଜାଗଲ ପ୍ରସାଦଙ୍କୁ ଛାଡି ବାକି ସବୁ ଆ-ତ-ଙ୍କ-ବା-ଦୀ ଭାରତୀୟ ସେ-ନାଙ୍କ ଗୁ-ଳିରେ ନି-ହ-ତ ହୋଇଥିଲେ । ଏହି ଆ-ତ-ଙ୍କ-ବା-ଦୀ ମାନଙ୍କୁ ସମୂଳେ ନି-ପା-ତ କରିବା ପାଇଁ ସୁରକ୍ଷା କର୍ମୀ ଙ୍କୁ ଲାଗିଲା ଦୀର୍ଘ ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ ରେ ଶେଷ ହୋଇଥିଲା ଅପରେସନ ବ୍ଲାକ ଟନାଣ୍ଡ । ଯେଉଁ ଭାରତୀୟ ସେ-ନା ମାନେ ଆ-ତ-ଙ୍କ-ବା-ଦୀ ଙ୍କ ମୁକାବିଲା କରିଥିଲେ ସେମାନଙ୍କ କାନରେ ଆଜି ବି ଶୁଭୁଛି ଗୁ-ଳିର ଶବ୍ଦ । ସେଦିନ କେତେ ଜେର ପରିବାର ଉଯୁଡି ଯାଇଥିଲା ।

ସେଦିନ ରାତିର କାନ୍ଦ ବୋବାଳି ର ଶବ୍ଦ ଆଜି ବି ମାନେ ପଡୁଛି । ସେଦିନ ରାତିକୁ ଭୁଲିବା ସମ୍ଭବ ନୁହେଁ ପ୍ରତ୍ୟକ୍ଷ ଦର୍ଶୀଙ୍କ ପକ୍ଷେ । ସୁରକ୍ଷା କର୍ମୀ ଙ୍କ ହାତରେ ଧରା ପଡିଥିବା ଆ-ତ-ଙ୍କ-ବା-ଦୀ କଶ୍ୟପ ଙ୍କୁ ଫା-ଶୀ ଦ-ଣ୍ଡ ଦିଆ ଯାଇଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନ ନାଗରିକ ଜ୍ୟାକ୍ୟୁର ରେହମାନ ଲକଜିର ଏ ଯାଏଁ ଧାରା ପଡିନାହି । ଭାରତୀୟ ସେ-ନା ମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଆ-ତ-ଙ୍କ-ବା-ଦୀ ରେହମାନ ଧରା ପଡି ନାହି । ଏମିତି କି ପାକିସ୍ତାନ ସରକାର ସେହି ଆ-ତ-ଙ୍କ-ବା-ଦୀ ବି-ରୁ-ଦ୍ଧ-ରେ କୌଣସି କାର୍ଯ୍ୟ ଅନୁଷ୍ଠାନ ନେଇ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *