ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ତୁଳସୀ ଆଗରେ କହି ଦିଅନ୍ତୁ ଏହି 3ଟି ନାମ, ରୋଡପତି ବି ହେବ କୋଟିପତି

ଆମେ ସମସ୍ତେ ଜାଣିଚୁ ଗଛ ଆମ କୁ ଅମ୍ଳଜାନ ପ୍ରଦାନ କରିଥାଏ । ତେବେ ଘର ପାଖରେ ଆମେ କିଛି ନା କିଛି ବୃକ୍ଷ ରୋପଣ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ରେ କିଛି ଆମ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ଓ କିଛି ଗଛ ଲଗାଇବା ଅଶୁଭ ହୋଇଥାଏ । ତେବେ ସେହି ଭଳି ଏକ ଗଛ ଯାହା ର କି ଔଷଧୀୟ ଗୁଣ ଅନେକ ଓ ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ସେହି ଗଛ ହେଉଛି ତୁଳସୀ ।

ତେବେ ସେହି ତୁଳସୀ ଗଛ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି ନିୟମ କହିବୁ । ତୁଳସୀ ଗଛ ଆପଣ ଘରେ ଲଗାଇବା ଦ୍ୱାରା ଘରେ ଶାନ୍ତି ଓ ସକାରତ୍ମକ ସର୍ବଦା ରହିଥାଏ । ତେବେ ତୁଳସୀ ଗଛ ଆପଣ ଘର ର ଉତ୍ତର ପୁର୍ବ ଦିଗରେ ଲଗାଇବା ଉଚିତ ।

ଭୁଲରେ ବି ଦକ୍ଷିଣ ଦିଗରେ ଲଗାଇବେ ନାହିଁ । ଏହା ବାସ୍ତୁ ଶାସ୍ତ୍ର ରେ ଉଚିତ ନୁହେଁ । ପ୍ରତେକ ଦିନ ସ୍ନାନ ସାରିବା ପରେ ଆପଣ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ଗଛ ର ପତ୍ର ଦୁଇ ଟି ଆପଣ ବିଷ୍ଣୁ ଭଗବାନ ଓ ହନୁମାନ ଜୀଙ୍କ ପୂଜାରେ ଦେଉଥିବା ଭୋଗ ରେ ବ୍ୟବହାର କରିବା ଉଚିତ ।

ବିନା ତୁଳସୀ ପତ୍ର ରେ ଏହି ଦୁଇ ଭଗବାନ ଆପଣଙ୍କ ପ୍ରସାଦ ଗ୍ରହଣ କରନ୍ତି ନାହିଁ । ଭୁଲରେ ବି ଭଗବାନ ଶିବଙ୍କ ପାଖରେ ତୁଳସୀ ପତ୍ର ର ବ୍ୟବହାର କରନ୍ତୁ ନାହିଁ । ଓ ଗଣେଶ ଭଗବାନଙ୍କ ନିକଟରେ ମଧ୍ୟ ତୁଳସୀ ପତ୍ର ବ୍ୟବହାର କରାଜାଏ ନାହିଁ ।

ଭଗବାନ ଶିବ ତୁଳସୀଙ୍କ ପତି ଶଙ୍ଖଚୁରଙ୍କ ଵଧ କରିଥିଲେ ତେଣୁ ତାଙ୍କୁ ତୁଳସୀ ଅଭିଶାପ ପ୍ରଦାନ କରିଥିଲେ । ତେଣୁ ଶିବଙ୍କ ପାଖରେ ତୁଳସୀ ପୂଜା ହୁଏ ନାହିଁ । ତୁଳସୀ ଗଛ ନିକଟରେ ଶାଳଗ୍ରାମ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ଆପଣଙ୍କ ଅଞ୍ଚଳରେ ରଖନ୍ତି ନାହିଁ ତେବେ ଚଳିବ ଆପଣ ନ ରଖିଲେ ମଧ୍ୟ ହେବ । ତୁଳସୀ ଗଛରେ ଅଧିକ ମଞ୍ଜିରି ଆସିଲେ ଏହାକୁ ଆପଣ ଛୋଟ ଥିବା ବେଳେ ତୋଳି ଆଣି ଭଗବାନ ବିଷ୍ଣୁଙ୍କ ଅର୍ପଣ କରନ୍ତୁ । ମଞ୍ଜିରି ଅଧିକ ହେଲେ ତୁଳସୀଙ୍କ କଷ୍ଟ ହୋଇଥାଏ । ଦ୍ଵାଦଶୀ ଦିନ ତୁଳସୀ ପତ୍ର ଚିଣ୍ଡାଇବା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ଆହତ ହୋଇଥାଏ ।

ପ୍ରତେକ କାର୍ଯ୍ୟ ରେ ସଫଳତା ପାଇବାକୁ ଚାହୁଁଥିଲେ ଆପଣ ପ୍ରତେକ ଦିନ ସକାଳ ବା ସନ୍ଧ୍ୟା ରେ ତୁଳସୀ ମୂଳରେ ଏହି ମନ୍ତ୍ର ଜପ କରନ୍ତୁ ” ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଦ୍ଧିନି । ଆଧି ବ୍ୟାଧି ହରେ ନିତ୍ୟମ ତୁଳସୀ ତୁମ ନମସ୍ତୁତେ” । ଏହି ମନ୍ତ୍ର ଜପ କରିବା ଦ୍ଵାରା ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମିଳିଥାଏ ।

Leave a Reply

Your email address will not be published. Required fields are marked *