ରୋଷେଇ ଘରେ ରୁଟି କରିବା ପୂର୍ବରୁ ଚୁପ ଚାପ କରିନିଅନ୍ତୁ ଏହି ଗୋଟିଏ କାମ, ରାତାରାତି ବନିଯିବେ କୋଟିପତି 

ନମସ୍କାର ବନ୍ଧୁଗଣ, ମହିଳା ମାନେ ରୁଟି ତ ନିଶ୍ଚିନ୍ତ ବନୋଉଥିବେ ନିଜ ଘର ପରିବାର ଲୋକଙ୍କ ଭୋକକୁ ଶାନ୍ତ କରିବା ପାଇଁ । ଆପଣ ମାନେ ନିଶ୍ଚୟ ଭାବୁଥିବେ ରୁଟି ତ ଗୋଟିଏ ସାଧାରଣ ଖାଇବା ମାତ୍ର ସବୁଦିନ ତିଆରି ହୁଏ ଏଥିରେ କଣ ଏମିତି ଚମତ୍କାର ରହିଛି ବୋଲି । କିନ୍ତୁ ଏଥିରେ ମଧ୍ୟ କିଛି ବିଶେଷତା ରହିଛି ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ସମ୍ପୂର୍ଣ ଭାବରେ ।

ଯଦି ଆପଣ ଗହମ ପେଷାଇବା ପାଇଁ ରଖିଥିବେ ତେବେ ଏହାକୁ ଶନିବାର ଦିନ ହିଁ ପେଶିବେ । ଆପଣ ଗୋଟିଏ ମୁଠା ସୋଲା ଏବଂ ତୁଲସୀର ଦୁଇ ଚାରିଟା ପତ୍ର ମିଶାଇ ପେଶିବେ । ଏବଂ ପେସା ହୋଇସାରିବା ପରେ ଡବାରେ ପୁରାଇବା ବେଳେ ସେଥିରେ କିଛି କେସର ଢାଳି ରଖିଦେବେ । ଦୋକାନ ଅଟା କିଣି ଖାଉଥିଲେ ମଧ୍ୟ ଡବାରେ ପୁରାଇଲା ବେଳେ ସେଥିରେ କିଛି କେସର ଓ ଶୁଖିଲା ତୁଲସୀ ପତ୍ର ପକାଇ ରଖନ୍ତୁ ।

ରୁଟି କରିବା ପୂର୍ବରୁ କଣ କରିବେ ଶେହୁ ମୁଖ୍ୟ କଥା ଏବେ ଜାଣନ୍ତୁ । କିଛି ଲୋକ ଅଟାକୁ ଭଲ ଭାବେ ଚିକଣ କରି ଚକତି ସାରି ତାହାକୁ ଛୋଟ ଛୋଟ ସମାନ ଗୁଳା କରି ରଖିଦେଇଥାନ୍ତି । ଏମିତି କେବେ ହେଲେ କରିବେ ନାହିଁ କାରଣ ଏଭଳି ଗୁଳା ପିଣ୍ଡ ଦାନ ସମୟରେ କରାଯାଇଥାଏ । ତେଣୁ ଅଟା ଚକଟି ସାରିବା ପରେ ଯଦି ଆପଣ କିଛି ସମୟ ରଖୁଛନ୍ତି ତେବେ ସେଥିରେ ଆଙ୍ଗୁଠି ମାଡି ଚିହ୍ନ ଦେଇ ରଖନ୍ତୁ ।

ରାତିରେ ରୁଟି କରିବା ପୂର୍ବରୁ ତାୱାକୁ ଭଲ ଭାବେ ସଫା କରିବେ । କାରଣ ଏହା କରିବା ଦ୍ଵାରା ଅନ୍ନର ଅବମାନନା ହୋଇନଥାଏ । ଅଟା ଚକଟିବା ସମୟରେ ଗୋଟିଏ ବା ଦୁଇ ଚାମଚ କ୍ଷୀର ଢାଳିଦେବେ । ଚାହିଁଲେ ଆପଣ ପାଉଡର କ୍ଷୀର ମଧ୍ୟ ମିଶାଇ ଅଟା ଚକଟନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଖୁସି ବଢିଥାଏ । ଅଟାରୁ ଯେବେ ରୁଟି ବନିବ ସେତେବେଳେ ଏହି କ୍ଷୀରର ଯେଉଁ ବାସ୍ନା ଆସିଥାଏ ତାହା ମତ ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ।

ରୁଟି ବନାଇବା ପାଇଁ ତାୱା ଗ୍ୟାସ ବା ଚୁଲି ଉପରେ ରଖିସାରିବା ପରେ ସେଥିରେ ଅଳ୍ପ ଲୁଣ ଢାଳିଦେବେ । ଏବଂ କପଡାରେ ସେହି ଲୁଣକୁ ପୋଛି ବାହାର କରିଦେବେ । ଏଥିପାଇଁ ସ୍ଵଶ୍ଚ ଲୁଣ ହିଁ ବ୍ୟବହାର କରିବେ । ପ୍ରଥମ ରୁଟିକୁ ସର୍ବଦା ଗାଈ ପାଇଁ ରଖିଦେବେ । କେବେ ମଧ୍ୟ ପ୍ରଥମ ରୁଟି ଖାଇବା ଉଚିତ ନୁହେଁ । ଏବଂ ଶେଷ ରୁଟିକୁ ସବୁବେଳେ ଛୋଟ କରିବେ ।

ଶେଷ ରୁଟିକୁ ମଧ୍ୟ ଆପଣ ଖାଇବା ଉଚିତ ହୋଇନଥାଏ । କୁହାଯାଏ କି ଶେଷ ରୁଟି ଖାଇବା ଫଳରେ ଆପଣ ନିଜ ଜୀବନରେ ଠିକ ନିଷ୍ପତି ନେଇ ପାରନ୍ତି ନାହିଁ । ରୁଟି କରି ସାରିବା ପରେ ତାୱାକୁ ସର୍ବଦା ଗ୍ୟାସ ବା ଚୁଲିର ଡାହାଣ ପଟେ ହିଁ ରଖିବା ଦରକାର । ଏହି ସମସ୍ତ କଥାକୁ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *