ଋଣ ଏବଂ କରଜ ସୁଝି ପାରୁ ନଥିଲେ ଏହାକୁ ଥରେ ମାତ୍ର ଦେଖନ୍ତୁ- Vaastu Tips

ଆମେ ସମସ୍ତେ ଜୀବନରେ କିଛି ନା କିଛି ପରିସ୍ଥିତି ରେ ପଡିକି ହାତ ଉଧାରୀ ବା ବ୍ୟାଙ୍କ ଆଦିରୁ ଋଣ ଆଣି ଥାଉ । ଋଣ ଆଣିବା ଯେତିକି ସହଜ ହୋଇ ଥାଏ ଯେତେ ବେଳେ ଏହାକୁ ସୁଝିବା ସମୟ ଆସି ଥାଏ ତେବେ ଏହା ବହୁତ କଷ୍ଟ ଦାୟକ ହୋଇ ଥାଏ । ଅନେକ ଲୋକ କରଜ ଋଣ ଆଦି ସୁଝି ନ ପାରି ଆତ୍ମହତ୍ୟା ମଧ୍ୟ କରି ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କରଜ ବା ଋଣ ରୁ ମୁକ୍ତି ହେବା ଉପାୟ କହିବୁ ।

ଆପଣ ଯଦି ଗଣେଶ ଭଗବାନଙ୍କ ଆରଧନା କରିବେ ଓ “ଓଁ ଗନ ଗଣପତେୟ ନମଃ” ଏହି ମନ୍ତ୍ର ଜପ କରନ୍ତୁ । ଯଦି ଆପଣଙ୍କ ମଙ୍ଗଳ ଗ୍ରହ ଦୃଢ଼ ରହିବ ତେବେ ମଧ୍ୟ ଆପଣଙ୍କ କରଜ ସୁଝିବା ସମସ୍ୟା ଶେଷ ହୋଇ ଯିବ । ତେଣୁ ଆପଣ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ର ଏହି ମନ୍ତ୍ର ” ଓଁ ମଙ୍ଗଳମୃତେୟ ନମଃ ” ଜପ କରନ୍ତୁ ।

ଏହା ଛଡା ଆପଣ ଭଗବାନ ଶିବଙ୍କ ଆରଧନା କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହେବ । ପ୍ରତେକ ସୋମବାର ଦିନ ଶିବ ମନ୍ଦିର ଯାଇ ଆପଣ “ଓଁ ଋଣ ମୁକ୍ତେସୋର ମହାଦେବାୟ ନମଃ” ମନ୍ତ୍ର ଜପ କରିବେ । ଆପଣଙ୍କ ର ଏହି ଋଣ ଜନିତ ସମସ୍ୟା ଦୂର ହେବ ।

ଏହା ଛଡା କିଛି ଉପାୟ ଅଛି ଯାହାକୁ କରିବା ଦ୍ୱାରା ଆପଣଙ୍କର ଋଣ ଜନିତ ସମସ୍ୟା ଦୂର ହେବ । ଆପଣ ମଙ୍ଗଳ ଗ୍ରହ ଶ୍ଳୋକ ପାଠ କରିବା ସହିତ ଲାଲ ମଶୁର ଡାଲି ଗରିବଙ୍କୁ ଦାନ କରନ୍ତୁ । ଜଲ୍ଦି ଆପଣଙ୍କ କରଜ ସୁଝି ହୋଇ ଯିବ ।

ଏହା ଛଡା ଆପଣ ବୁଧବାର ଦିନ ଯଦି ଗଣେଶଙ୍କ ଶ୍ଳୋକ ପାଠ କରିବା ସହିତ ମୁଗ ଡାଲି ରେ ଗୁଆ ଘିଅ ମିଶାଇ ଗାଈ କୁ ଯଦି ଖାଇବାକୁ ଦେବେ ତେବେ ଆପଣଙ୍କ କରଜ ଜଲ୍ଦି ସୁଝି ହୋଇ ଯିବ । ଏହା ଛଡା ଶନିବାର ଦିନ ସୋରିଷ ତେଲର ଦୀପ ଘରର ବାହାରେ ଜାଳିବେ ପ୍ରତିଦିନ ବା ସୋରିଷ ତେଲ କୁ ଏକ ଢାଲ ସ୍ୱରୂପ ମାଟି ପାତ୍ର ରେ ପୁରାଇ ଏହାକୁ ବନ୍ଦ କରି

ନଈ ବା ପୋଖରୀ ର ନିକଟ ରେ ପୋତି ଦେବେ ଏପରି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି ଓ ଆପଣ କରଜ ମୁକ୍ତ ହୋଇ ଥାନ୍ତି । ଆପଣ ଚେଷ୍ଟା କରିବେ କରଜ ର ପ୍ରଥମ କିସ୍ତି ମଙ୍ଗଳବାର ଦିନ ଦେବା କୁ ।

ଭୁଲ ରେ ବି ମଙ୍ଗଳବାର ଦିନ କାହା ଠାରୁ କରଜ ଆଣିବେ ନାହିଁ । ଏହି ସବୁ ନିୟମ ପାଳନ କରିବା ଦ୍ଵାରା ଆପଣଙ୍କ ସମସ୍ଯା କମିବାରେ ଲାଗିବ । କିଛି ଭି କହିବା ଆଗରୁ ଏହି ନିୟମ ର ପାଳନ କରିବା ଓ ଏହାର ପରିଣାମ ଦେଖିବା ଖୁବ ଭଲ ହେବ ।

Leave a Reply

Your email address will not be published. Required fields are marked *