ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 1 କାମ, ସାତ ପୁରୁଷ ପର୍ଯ୍ୟନ୍ତ ହେବ ନାହିଁ ଧନର ଅଭାବ

ଆମେ ଜାଣିଚୁ ସକାଳ ସମୟ ହେଉଛି ମୁଖ୍ୟ ସମୟ ଏହି ସମୟରେ ଆମେ ଯାହା ବି ଦେଖିଥାଉ ବା କରିଥାଉ ତାହା ର ଫଳ ଆମକୁ ସମ୍ପୂର୍ଣ ଦିନ ମିଳିଥାଏ । ତେଣୁ ସକାଳେ ଆମ ଶାସ୍ତ୍ର ର ଅନୁସାରେ କିଛି କାର୍ଯ୍ୟ ବର୍ଣିତ ଅଛି ଯାହା କରିବା ଦ୍ୱାରା ଆପଣଙ୍କର ସମସ୍ୟା ସବୁ ଦୂର ହୋଇଥାଏ । ଜୀବନରେ ସୁଖ ଓ ଶାନ୍ତି ରହିଥାଏ । ପ୍ରଥମ କାର୍ଯ୍ୟ ହେଉଛି ସକାଳୁ ଉଠିବା ପରେ ଆପଣ ନିଜର ଘରର ଦ୍ଵାରକୁ ସଫା ଓ ପରିଷ୍କାର ରଖନ୍ତୁ ।

ଏପରି କରିବା ଦ୍ୱାରା ବ୍ରହ୍ମ ସମୟରେ ଦେବା ଦେବୀ ଭ୍ରମଣ କରିଥାନ୍ତି ଓ ପରିଷ୍କାର ପରିଛନ୍ନତା ଦେଖିଲେ ସେମାନେ ପ୍ରବେଶ କରିଥାନ୍ତି । ଦ୍ଵିତୀୟ କାର୍ଯ୍ୟ ସକାଳୁ ଉଠିବା ପରେ ଆପଣ ପ୍ରଥମେ ନିଜର ଦୁଇ ହସ୍ତ ର ଦର୍ଶନ କରି ଏହା ପରେ ଏହାକୁ ଆଖିରେ ଲଗାଇବେ ।

ଆମ ହସ୍ତ ରେ ଲଷ୍ମୀ, ବିଷ୍ଣୁ ଓ ବ୍ରହ୍ମା ବାସ କରନ୍ତି । ତେଣୁ ସକାଳୁ ଉଠିବା ମାତ୍ରେ ଆପଣ ଯଦି ନିଜର ହସ୍ତ ଦେଖିବେ ତେବେ ଏହାର ଅର୍ଥ ହେଉଛି ଆପଣ ଏହି ଦେବା ଦେବୀଙ୍କ ଆରଧନା କରିଲେ । ଆପଣଙ୍କ ଦିନ ଟି ଶୁଭ ରେ ବ୍ୟତୀତ ହେବା ସହିତ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ ପୁରା ଦିନ ଟି ।

ଏହା ଛଡା ମା ଲଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଓ ଆପଣଙ୍କୁ ଧନ ବୃଦ୍ଧି ହୋଇଥାଏ । ତୃତୀୟ କାର୍ଯ୍ୟ ହେଉଛି ଆପଣ ଘର ସର୍ବଦା ସକାଳ ସମୟରେ ଝାଡୁ କରିବା ଉଚିତ । କେବେବି ସନ୍ଧ୍ୟା ସମୟରେ ଘର ଝାଡୁ କରିବା ଉଚିତ ନୁହେଁ ।

ସନ୍ଧ୍ୟା ସମୟରେ ଘର ଝାଡୁ କରିବା ଦ୍ୱାରା ମା ଲଷ୍ମୀ କ୍ରୋଧ କରିଥାନ୍ତି । ଯେଉଁ ଲୋକମାନେ ସକାଳ ସମୟରେ ଝାଡୁ ନ କରି ସନ୍ଧ୍ୟା ବା ରାତି ସମୟରେ ଝାଡୁ କରିଥାନ୍ତି ସେହି ଘରକୁ କେବେବି ମା ଲଷ୍ମୀ ପ୍ରବେଶ କରି ନ ଥାନ୍ତି । କାରଣ ମା ଲଷ୍ମୀଙ୍କୁ ପରିଷ୍କାର ଓ ପରିଛନ୍ନ ବହୁତ ପ୍ରିୟ ।

ତେଣୁ ସର୍ବଦା ସକାଳ ସମୟରେ ଝାଡୁ ଲଗାଇବା ଉଚିତ । ଚତୁର୍ଥ କାର୍ଯ୍ୟ ହେଉଛି ସକାଳ ସମୟରେ ଆପଣ ଯେଉଁ ପୂଜା କରିଥାନ୍ତି ସେତେବେଳେ ପୂଜା କରିବା ଆଗରୁ ଆପଣ ଶଙ୍ଖ ଫୁଙ୍କିବା ଉଚିତ । ପୂଜାର ଆରମ୍ଭ କରିବା ଆଗରୁ ପ୍ରଥମେ ଶଙ୍ଖ ଫୁଙ୍କି ଏହା ପରେ ପୂଜା ଆରମ୍ଭ କରନ୍ତୁ ।

ଶଙ୍ଖ ର ଧ୍ଵନି ଘରେ ସକାରତ୍ମକ ଉର୍ଜା ର ଉତ୍ପନ୍ନ ହୋଇଥାଏ । ଏହି ଊର୍ଜା ଆମ ସହ ଆଖ ପକାହରେ ଥିବା ଖରାପ ଶକ୍ତି ମାନଙ୍କ ପାଇଁ ମଧ୍ୟ କାମ ଦେଇ ଥାଏ । କୁହାଯାଏ କି ସଂଖା ଫୁଙ୍କିବା ଦ୍ଵାରା ଦିନର ଆରମ୍ଭ ଶୁଭ ହୋଇଥାଏ ଏହା ସହ ଘରେ ସବୁ ବେଳେ ଶୁଭ ବାତାବରଣ ରହିଥାଏ ।

Leave a Reply

Your email address will not be published. Required fields are marked *