ଏହି ଲକ୍ଷଣ ଥିବା ମହିଳା ମାନେ ହୋଇଥାନ୍ତି ଭାଗ୍ୟଶାଳି- Samudra Sashtra

ଦୁନିଆରେ ଅନେକ ପ୍ରକାର ଝିଅ ମାନେ ଥାନ୍ତି । ଏମାନେ ସବୁ ବେଳେ କିଛି ନା କିଛି ଅଲଗା ହୋଇ ଥାନ୍ତି ପରସ୍ପର ଠାରୁ ଆଜି ଆମେ କହିବ ଅପାଇନ ସମୁଦ୍ର ଶାସ୍ତ୍ର ଅନୁସାରେ କେଉଁ ଭଳି ଝିଅ ମାନେ ନିଜ ଘରେ ଓ ନିଜ ସାସୁ ଘରେ ମଧ୍ୟ ଧନବାନ ହୋଇ ଥାନ୍ତି । ଏହି ଭଳି ସୁଲକ୍ଷଣା ଝିଅଙ୍କ ବିଷୟରେ ଆମେ ଏହାଙ୍କ ରଙ୍ଗ ଓ ଚିହ୍ନ ରୁ ଜାଣି ପାରିବା । ପ୍ରଥମ କଥା ହେଉଛି ଯେଉଁ କନ୍ୟା ଙ୍କ କାନ ଲାଲ ହୋଇ ଥାଏ ଓ ତଳକୁ ଟିକେ ମୁନିଆ କାନ ହୋଇ ଥାଏ ସେମାନେ ଶୁଭ ଅଟନ୍ତି ।

ଯେଉଁ ମହିଳା ମାନଙ୍କ ପାଦରେ ଯଦି ବୁଢା ଆଙ୍ଗୁଳି ପରେ ଦୁଇ ଆଙ୍ଗୁଳି ମୋଟା ହୋଇକି ଲାଗି ଲାଗି ରହି ଥାଏ ତେବେ ଏହା ଭଲ ଅଟେ । ଆଉ ଏକ ଲକ୍ଷଣ ହେଉଛି ଯେଉଁ ମହିଳା ମାନଙ୍କ ହାତ ଲାମ୍ବା ହୋଇ ଥାଏ ସେମାନେ ଭାଗ୍ଯବାନ ହୋଇ ଥାନ୍ତି କହିବାର ମାନେ ହେଉଛି କି ଯେଉଁ ମାନଙ୍କ ପାପୁଲି ଓ ଆଙ୍ଗୁଳି ଲାମ୍ବା ହୋଇ ଥାଏ ସେମାନେ ଖୁବ ଭଲ ଅଟନ୍ତି ଯେଉଁ ମାନଙ୍କ ନାଭି ଅଧିକ ଗଭୀର ହୋଇ ଥାଏ ସେମାନେ ମଧ୍ୟ ଦେଖିବା ପାଇ ସୁନ୍ଦର ଓ ଲକି ହୋଇ ଥାନ୍ତି । ଜନ୍ମ ରୁ ହି ସର୍ବଦା ଭାଗ୍ଯବାନ ମହିଳା ମାନଙ୍କ ଆଖିର ଧଳା ଅଂଶ ଅଧିକ ଧଳା ହୋଇ ଥାଏ ଓ କିଛି ସାମାନ୍ଯ ଲାଲୀ ହୋଇ ଥାଏ ।

ଯେଉଁ ମହିଳା ମାନଙ୍କ ପାଦ ତଳ ଚିକଣ ସେମାନେ ଭାଗ୍ଯବାନ ହୋଇ ଥାନ୍ତି ଏହାର ବିପରୀତ ଦେଖିବା ପାଇଁ ଗଲେ ଯେଉଁ ମାନଙ୍କ ପାଦ ତଳ ଫାଟୁଆ ଥାଏ ସର୍ବଦା ସେମାନେ କଷ୍ଟ ଆଣି ପାରନ୍ତି । ଯେଉଁ ମହିଳା ମାନଙ୍କ କପାଳ ଊର୍ଣ୍ଣତ କିମ୍ବା ବାହାର ଆଡକୁ ରହି ଥାଏ ସେମାନେ ଭାଗ୍ଯବାନ ହୋଇ ଥାନ୍ତି । ଯେଉଁ ମହିଳା ମାନଙ୍କ ଆଇବ୍ରୋମଧ୍ୟରେ କଳା ଯାଇ ଥାଏ ସେମାନେ ଭାଗ୍ଯବାନ ଥାନ୍ତି ଓ ସେମାନଙ୍କୁ ଶୁଭ ବିଚାର କରାଯାଏ । ଯେଉଁ ମହିଳା ମାନଙ୍କ ଓଠ ଲାଲ ହୋଇଥାଏ ସେମାନେ ଶୁଭ ଫଳ ଦାଇ ବୋଲି କୁହାଯାଏ । ନାଭିର ଟିକେ ତଳକୁ କଳା ଯାଇ ଥିଲେ ଏହା ଶୁଭ ବୋଲି କୁହାଯାଏ ।

ଏହା ପରେ ଯେଉଁ ମାନଙ୍କ ବେକ ଟିକେ ଛୋଟ ଥାଏ ସେମାନେ ଭାଗ୍ଯବାନ ହୋଇ ଥାନ୍ତି । ଯେଉଁ ମହିଳା ମାନଙ୍କ ଓଠ ସର୍ବଦା ଲାଲ ହୋଇ ଥାଏ ସେମାନଙ୍କ ପାଖରେ ମା ଲକ୍ଷ୍ମୀ ସର୍ବଦା ରହି ଥାନ୍ତି । ଏହା ପରେ ଯଦି କେଉଁ କନ୍ଯାର ପାଦରେ ଶଙ୍ଖ, ଚକ୍ର ଚିହ୍ନ ଥାଏ ତେବେ ସେମାନେ କେଉଁ ଉଚ ଅଧିକାରୀ ଙ୍କ ସନ୍ତାନ ହେବା କିମ୍ବା କେଉଁ ଉଚ ଅଧିକାରୀ ଙ୍କୁ ବିବାହ କରିବା ଯୋଗ ରଖି ଥାନ୍ତି । ସିଧା ଓ ଲାମ୍ବା ଓ ଆଗକୁ ବାହାରିକି ଥିବା ନାକତି ଅଇସର୍ଜ୍ୟ ର ସଂକେତ ଦେଇ ଥାଏ । ଯେଉଁ ମାନଙ୍କ ଗୋଇଠିରେ ସର୍ପ ଆକାର ର ଚିହ୍ନ ଥାଏ ସେମାନେ ଭାଗ୍ଯବାନ ହୋଇ ଥାନ୍ତି । ଏମାନଙ୍କ ଉପରେ ଭଗବାନ ଙ୍କ କୃପା ସବୁ ବେଳେ ରହି ଥାଏ ।

Leave a Reply

Your email address will not be published. Required fields are marked *