ସ୍ତ୍ରୀ ସକାଳୁ ଉଠି ସ୍ୱାମୀ ସହ କରନ୍ତୁ ଏହି ଗୋଟିଏ କାମ – ତାପରେ ହେବ ଚମତ୍କାର

ହିନ୍ଦୁ ଧର୍ମ ଅନୁସାରେ ଦେଖିବା ପାଇଁ ଗଲେ ଧନବାନ ହେବା ପାଇଁ ଅନେକ ଉପାୟ କୁହା ଯାଇଛି କିନ୍ତୁ ଯଦି ମହିଳା ମାନେ ଏହି କାମ କରିବେ ନିଜ ସ୍ଵାମୀ ଙ୍କ ସହ ମିସିକି ସକାଳୁ ସକାଳଉ ତେବେ ଏହା ସେମାନଙ୍କୁ ଶୁଭ ପରିଣାମ ଦେବ । ସ୍ଵାମୀ ଏବଂ ସ୍ତ୍ରୀ ଏହି ଏକ କାମ କରନ୍ତୁ । ତା ପରେ ଯାହା ହେବ ଆପଣ ଚିନ୍ତା କରି ନଥିବେ । ଆପଣ ମାନେ ଜାଣି ଥିବେ ମହିଳା ମାନେ ଅନେକ କାମ କରନ୍ତି । ଏହା ପାଇଁ ସେମାନେ ପିଲା ମାନଙ୍କ କାମ ଓ ଘର କାମ ବଡ ଲୋକଙ୍କ କାମ ଥାଏ ।

ତେଣୁ ସେମାନେ ସକାଳୁ ନିଜ ନିତ୍ୟ କର୍ମ କରି ପାରି ନଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ସକାଳୁ ଉଠିବା ମାତ୍ରେ ଆପଣ ନିଜ ନିତ୍ୟ କର୍ମ ସାରିବା ଦରକାର ହୋଇ ଥାଏ । କୁହା ଯାଏ କି କେବଳ ନାରୀ ମାନେ କେବଳ ନୁହେଁ ସ୍ଵାମୀ ମାନେ ମଧ୍ୟ ଏହା କରିବା ଦରକାର ଅଟେ । ଉଭୟ ସକାଳୁ ଉଠିକି ଗାଧୋଇ ସାରିବା ପରେ ପୂଜା କରି ନେବେ । ଏହା ପରେ ଆପଣ ତୁଳଷୀ ଗଛ ମୂଳକୁ ସଫା କରି ଏହାକୁ ଏହା ମୂଳରେ ଜଳ ଅର୍ପଣ କରନ୍ତୁ । ଏହାର ଚାରି ପାଖରେ ପରିକ୍ରମା କରନ୍ତୁ । ଆପଣ ମାନେ ଏହା ପରେ ମିସିକି ତୁଳଷୀ ଗଛକୁ ପୂଜା କରନ୍ତୁ ।

ଆରତୀ କରିବା ସହ ଏହା ଦେହରେ ଏକ ନାଲି ବସ୍ତ୍ର ମଧ୍ୟ ଦିଅନ୍ତୁ ଯେବେ ଦେଖିବେ ଏହା ପୁରୁଣା କିମ୍ବା ଛିଣ୍ଡି ଯାଇ ଥିବା ଏହାକୁ ତୁରନ୍ତ ବଦଳାଇ ନେବେ । ସକାଳୁ ଉଭୟ ସ୍ଵାମୀ ସ୍ତ୍ରୀ ପୂଜା କରିବା ଦ୍ଵାରା ଆପଣ ଶୁଭ ଫଳ ପାଇବେ । କୁହାଯାଏ କି ମା ଲକ୍ଷ୍ମୀ ସେହି ଠାରେ ବାସ କରନ୍ତି ଯେଉଁ ଠାରେ ତୁଳଶି ଗଛକୁ ପୂଜା କରାଯାଏ । କହିବାର ମାନେ ହେଉଛି କି ଭଗବାନ ବିଷ୍ଣୁ ଙ୍କୁ ଏହା ଅଧିକ ପ୍ରିୟ ଅଟେ । ତେଣୁ କରି ସେ ଏହାକୁ ପୂଜା କରୁଥିବା କିମ୍ବା ଏହାର ଜନ୍ତ ନେଉ ଥିବା ବ୍ୟକ୍ତି ଙ୍କୁ ଅଧିକ ଭଲ ପାଇ ଥାନ୍ତି । ଯେଉଁ ମାନେ ଏହାକୁ ପୂଜା କରନ୍ତି ଭଲ ଓ ଶୁଭ ପରିଣାମ ପାଇ ଥାନ୍ତି ।

ଏହାର ଆଖ ପାଖକୁ ପରିଷ୍କାର ରଖିବା ଅସହ ଏହାର ପାଖରେ ଯୋତା ଚପଲ ଆଦି ନରଖିବା ଦ୍ଵାରା ଖୁବ ଭଲ ପରିଣାମ ମିଳି ଥାଏ । ଆପଣ ଜାଣି ଥିବେ କି କିଛି ଲୋକମାନେ ଯେଉଁ ମାନେ ତୁଳଶି ଙ୍କୁ ଶ୍ରଦ୍ଧାର ସହ ପୂଜା ଅକରନ୍ତି ସେମାନେ ଭଗବାନ ବିଷ୍ଣୁ ଙ୍କ ପାକହରେ ପହଞ୍ଚି ମଧ୍ୟ ପାରନ୍ତି ଓ ଏଜୁନ ଜାଗାରେ ଭଗବାନ ବିଷ୍ଣୁ ସେହି ଜାଗାରେ ମା ଲକ୍ଷ୍ମୀ ଅଟନ୍ତି । ମା ଲକ୍ଷ୍ମୀ ଯେଉଁ ଜାଗାରେ ରହିବେ ସେହି ଠାରେ ସବୁ କିଛି ମିଳିଯିବ । ଧନ ସମ୍ମାନ, ପ୍ରତିଷ୍ଠା ପାଇବେ । ଯେଉଁ ମାନେ ସକାଳୁ ଉଠିବା ପରେ ଏହି କାମ କରିବା ଦ୍ଵାରା ମା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇ ଥାନ୍ତି । ଏହି କାମ ଦୁଇ ସ୍ଵାମୀ ସ୍ତ୍ରୀ କରିବା ଦ୍ଵାରା ଘରେ ସୁଖ ଶାନ୍ତି ସହ ସ୍ଵାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟ ଭଲ ରହି ଥାଏ ।

Leave a Reply

Your email address will not be published. Required fields are marked *