Sawan 2022: ଆଜି ତୃତୀୟ ସୋମବାର ପରଠୁ ଏହି 8ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି! ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ !

ଚଳିତ ବର୍ଷ ଶ୍ରାବଣ ମାସରେ ୪ଟି ସୋମବାର ପଡୁଛି । ପ୍ରଥମ ସୋମବାର ୧୮ ଜୁଲାଇ, ଦ୍ଵିତୀୟ ସୋମବାର ୨୫ ଜୁଲାଇ, ତୃତୀୟ ସୋମବାର ଅଗଷ୍ଟ ୧ ଓ ଚତୁର୍ଥ ସୋମବାର ଅଗଷ୍ଟ ୮ ତାରିଖରେ ପଡୁଛି । ଶ୍ରାବଣରେ ପଡୁଥିବା ସୋମବାରର ବିଶେଷ ମହତ୍ଵ ରହିଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ମହାଦେବଙ୍କର ଶ୍ରାବଣ ମାସରେ ବିଧି ବିଧାନ ପୂର୍ବକ ପୂଜା କରନ୍ତି ତାଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ଶ୍ରାବଣ ମାସରେ ପ୍ରଭୁ ଶଙ୍କରଙ୍କର କୃପା ୩ଟି ରାଶିଙ୍କ ଉପରେ ଶୁଭ ଦ୍ରୁଷ୍ଟି ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କୁ ଅପାର କୃପା ମିଳିବାକୁ ଯାଉଛି ।

ଏହି ରାଶିର ଲୋକ ମାନଙ୍କୁ ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର କୃପା ପାଇବାକୁ ଯାଉଛି । ଏହି ମହା ସଂଯୋଗ କାରଣରୁ ମହାଦେବଙ୍କ ଶୁଭ ଦ୍ରୁଷ୍ଟି ପଡିବାକୁ ଯାଉଛି । ଧନ କମାଇବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନେ ଅଧିକ ଊର୍ଜାବାନ ହୋଇ ଉଠିବେ । ପ୍ରତି କାର୍ଯ୍ୟ ରେ ସଫଳତା ସହ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ଅଧିକ ଲାଭ ଦେଖିବାକୁ ମିଳିବ ।

କିଛି ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ । ନିଜର ବୁଦ୍ଧିମତା କାରଣରୁ ଅଧିକ ଧନ ଅର୍ଜନ କରିବେ । ଚାକିରି, ବ୍ୟାପାର, ଶିଳ୍ପ, ନିର୍ମାଣ କ୍ଷେତ୍ରରେ ବ୍ୟକ୍ତି ବା ତା ସହ ବାଲି ଗୋଡି ବା ଲୁହା ଜନିତ ବେପାରୀ ମାନଙ୍କୁ ଏହି ମାସରେ ଅଧିକରୁ ଅଧିକ ଧନ ଲାଭ ହେବ । ଉନ୍ନତି ର ନୂଆ ମାର୍ଗ ମିଳିବ । କର୍ମ କ୍ଷେତ୍ରରେ ବାଧା ଦୂର ହେବ । ଶତ୍ରୁ ମାନେ ପରାଜିତ ହେବ । ପାରିବାରିକ ଶାନ୍ତି ପ୍ରାପ୍ତି ହେବ ।

ମହିଳା ଏମାନେ ସୁଖରେ ଜୀବନଯାପନ କରିବେ । ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିବେ । ମାନ ସମ୍ମାନରେ ବୃଦ୍ଧି ହେବ । ବନ୍ଧୁ ମାନଙ୍କର ସହଯୋଗ ମିଳିବ । କୌଣସି ବନ୍ଧୁଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ବନ୍ଧୁଙ୍କ ସହଯୋଗ କାରଣରୁ କ୍ଯାରିୟର ଦିଗରେ ଉନ୍ନତି ହେବ । ନୂତନ ଦ୍ରବ୍ଯ କ୍ରୟ କରିବେ । ଅଧୁରା କାମ ପୂରଣ ହେବ । ସାମାଜିକ କାର୍ଯ୍ୟ ରେ ଭାଗ ନେବେ ।

ସରକାରୀ କାର୍ଯ୍ୟ ରେ ସଫଳ ହେବେ । ବ୍ୟାପାରରେ ଲାଭ ପାଇଁ ଅବସର ପାଇବେ । ଧର୍ମ କାର୍ଯ୍ୟ ରେ ରୁଚି ବଢିବ । ଦୁଖ କଷ୍ଟରେ ରହିଥିବା ଲୋକଙ୍କୁ ସାହାଜ୍ଯ ଓ ସହଯୋଗ ମିଳିବ । ଏହି ଶ୍ରାବଣ ମାସରେ ଆପଣଙ୍କୁ ଭଲ ସୁଯୋଗ ଅପେକ୍ଷା କରି ରହିଛି । ତେଣୁ ଭଲ ସୁଯୋଗ ହାତ ଛଡା କରନ୍ତୁ ନାହି ।

ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ସିଂହ ରାଶି, ବୃଷ ରାଶି, ମକର ରାଶି, କୁମ୍ଭ ରାଶି, କନ୍ୟା ରାଶି, କର୍କଟ ରାଶି ଓ ବିଛା ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *