ସେତୁବନ୍ଧ ତିଆରି କରିବାକୁ କେତେଦିନ ସମୟ ଲାଗିଥିଲା? – ଓଡ଼ିଆ ରାମାୟଣ କୁଇଜ

ରାମୟଣକୁ ଆଧାର କରି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର,ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରାମାୟଣ ଏକ ଏପରି ଜିନିଷ ଯାହାକୁ ସମସ୍ତେ ଶୁଣିବା କୁ ହଉ ଅଥବା ପଢିବାକୁ ହଉ ଅଥବା ଦୂରଦର୍ଶନରେ ଦେଖିବା ହେଉ ଭଲପାଆନ୍ତି । କାରଣ ଏଥିରେ ବର୍ଣିତ ହେଇଥିବା ରାମ ଭକ୍ତ ହନୁମାନଙ୍କର ଚରିତ୍ର ସବୁଠୁ ମଜାଳିଆ ଧରଣର । ଏଇଥିପାଇଁ ଆବାଳ ବୃଦ୍ଧବନିତା ଦେଖିବାକୁ ଭଲ ପାଇଥାନ୍ତି । ଆସନ୍ତୁ ଜାଣିବା ରାମାୟଣ ସମ୍ପର୍କରେ କିଛି ସାଧାରଣ ଜ୍ଞାନ ।

୧-ରାମ-ଲକ୍ଷ୍ମଣ ସୀତାଙ୍କୁ ହଜାଯିବା ସମୟରେ କାହା ସହିତ ଭେଟ ହୋଇ ଥିଲେ?
(କ) ମୟମୃଗ ସହିତ (ଖ)ବାଘୁଣୀ ସହିତ
(ଗ)ଜଟାୟୁ ସହିତ (ଘ)ରାକ୍ଷସ ସହିତ

ଉତ୍ତର-ଜଟାୟୁ ସହିତ ।


୨-ବଳୀଙ୍କ ପିତାଙ୍କ ନାମ କଣ?
(କ)ସୂର୍ଯ୍ୟ (ଖ)ଇନ୍ଦ୍ର
(ଗ)ବ୍ରହ୍ମା । (ଘ)ସୁଗ୍ରୀବ

ଉତ୍ତର-ଇନ୍ଦ୍ର

୩-ଇନ୍ଦ୍ର ଧନୁ କିଏ ସଭା ସ୍ଥଳରେ ଭାଙ୍ଗିଥିଲା?
(କ)ରାମ । (ଖ)ଲକ୍ଷ୍ମଣ
(ଗ)ଭାରତ । (ଘ)ଶତ୍ରୁଘ୍ନ

ଉତ୍ତର-ରାମ

୪-ବୈସ୍ନବ ଧନୁକୁ ରାମ କାହାକୁ ପ୍ରଦାନ କରିଥିଲେ?
(କ)ଲକ୍ଷ୍ମଣ (ଖ)ଭାରତ
(ଗ)ବରୁଣ (ଘ)ଶତ୍ରୁଘ୍ନ

ଉତ୍ତର-ବରୁଣ


୫-ମିଥିଲାରୁ ଫେରି ଭାରତ ଓ ଶତ୍ରୁଘ୍ନ କେଉଁଠାକୁ ଗଲେ ?
(କ)ମେଳା ଦେଖିବାକୁ (ଖ)ମାମୁ ଘରକୁ
(ଗ)ମାତାଙ୍କୁ ଭାଟିବାକୁ (ଘ)ଶିବ ଧନୁ ଭାଙ୍ଗିବାକୁ

ଉତ୍ତର-ମାମୁ ଘରକୁ

୬-ସୂର୍ପଣଖା ର ସ୍ୱାମୀକୁ କିଏ ମାରିଥିଲେ?
(କ)ରାମ (ଖ)ଲକ୍ଷ୍ମଣ
(ଗ) ରାବଣ (ଘ) ହନୁମାନ

ଉତ୍ତର-ରାମ

୭-ପଞ୍ଚବଟି କେଉଁ ଠାରେ ଅବସ୍ଥିତ?
(କ)ମହାନଦୀ କୂଳରେ (ଖ)ଗଙ୍ଗା ନଦୀ କୂଳରେ
(ଗ)ଗୋଦାବରୀ ନଦୀ କୂଳରେ (ଘ)ସିନ୍ଧୁ ନଦୀ କୂଳରେ

ଉତ୍ତର-ଗୋଦାବରୀ ନଦୀ କୂଳରେ

୭-ସେତୁ ବନ୍ଦ ନିର୍ମାଣ କରିବାକୁ କେତେ ଦିନ ଲାଗିଥିଲା?
(କ)ଦୁଇ ଦିନ (ଖ)ତିନି ଦିନ
(ଗ)ଚାରି ଦିନ (ଘ)ପାଞ୍ଚ ଦିନ

ଉତ୍ତର-ପାଞ୍ଚ ଦିନ


୮-ଅଗସ୍ତ୍ୟ ମୁନି ନହସ୍ୟଙ୍କୁ କି ଅଭିଶାପ ଦେଇଥିଲେ?
(କ)ସାପ ହୋଇଯାଅ (ଖ)ମୃଗ ହୋଇଯାଅ
(ଗ)ବେଙ୍ଗ ହୋଇଯାଅ (ଘ)ଝିଣ୍ଟିକ ହୋଇଯାଅ

ଉତ୍ତର-ସାପ ହୋଇଯାଅ

୯-ରାବଣ କାହାଠାରୁ ବର ଲାଭ କରିଥିଲେ?
(କ)ବ୍ରହ୍ମା (ଖ)ବ୍ରିଷ୍ଣୁ
(ଗ)ମହେଶ୍ୱର (ଘ)ପୁଳସ୍ତ୍ୟ

ଉତ୍ତର-ବ୍ରହ୍ମା

୧୦-ମାୟା ମୃଗକୁ କିଏ ଚିନ୍ହି ପାରିଲେ?
(କ)ରାମ (ଖ)ସୀତା
(ଗ)ଲକ୍ଷ୍ମଣ (ଘ)ହନୁମାନ

ଉତ୍ତର-ଲକ୍ଷ୍ମଣ

୧୧-ବ୍ରହ୍ମ ହତ୍ୟା ପାପ ରୁ ଇନ୍ଦ୍ର କିପରି ମୁକ୍ତି ପାଇଲେ?
(କ)ରକ୍ଷସ ମାନଙ୍କୁ ମାରି (ଖ)ଅଶ୍ୱମେଧ ଜଜ୍ଞ୍ୟ କରି
(ଗ)ବିବାହ କରି (ଘ)ଧର୍ମ ସାଧନା କରି

ଉତ୍ତର-ଅଶ୍ୱମେଧ ଜଜ୍ଞ୍ୟ କରି

 

୧୨-ଶୁଦ୍ର ମୁନିକୁ କିଏ ହତ୍ୟା କରିଥିଲେ?
(କ)ଲକ୍ଷ୍ମଣ (ଖ)ବ୍ରହ୍ମା
(ଗ)ଶିବ (ଘ)ରାମ

ଉତ୍ତର-ରାମ

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *