ଶୋଇବା ଘରର କାନ୍ଥ ଫାଟିଲେ ଘରେ କେଉଁ ସମସ୍ୟା ଆସିଥାଏ ? Ajira Anuchinta

ନମସ୍କାର ବନ୍ଧୁଗଣ, ଆମ ଜୀବନରେ ଅନେକ ଖରାପ ଭଲ ଘଟଣା ଘଟିଥାଏ । ଏବଂ ସବୁ ଘଟଣା ଘଟିବା ପଛରେ କିଛି ନା କିଛି କାରଣ ରହିଥାଏ ଯାହା ଆମ ନଜରରେ ଆସିନଥାଏ । ସେହିଭଳି ଏକ ଘଟଣା ବିଷୟରେ ଆଜି ଆମେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣ ଏମିତି ଭୁଲ କରିଲେ ମଧ୍ୟ ସୁଧାରୀ ନେବେ । ଏବଂ ଏହାର ଖରାପ ପ୍ରଭାବ ଜୀବନରେ ପଡିବା ପୂର୍ବରୁ ସଜାଗ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଅଣ୍ଡା ତଳେ ପଡି ଭାଙ୍ଗିଗଲେ କଣ ଘଟିଥାଏ ।

ବନ୍ଧୁଗଣ ଅନେକ କିଛି ଜିନିଷ ରହିଛି ଯାହାକୁ ଆମେ ନିଜ ଦୈନନ୍ଧିନ ଜୀବନରେ ବ୍ୟସ୍ତତା ଭିତରେ ପାଳନ କରିପାରୁ ନାହୁଁ । ତେବେ ଆଜି ସେହିଭଳି କିଛି କଥା ଉପରେ ଆମେ ଜଣାଇବାକୁ ଯାଉଛୁ ଆପଣମାନଙ୍କୁ । ପ୍ରଥମ: ଆପଣଙ୍କ ଘରେ ଯଦି କୌଣଶୀ ପକ୍ଷୀ ଆସି ଅଣ୍ଡା ଦେଇଥାଏ ଏବଂ ସେହି ଅଣ୍ଡାଟି ଯଦି ତଳେ ପଡି ଭାଙ୍ଗିଯାଏ ତେବେ ଏହା ଅଶୁଭ ହୋଇଥାଏ । ଏପରି ଘଟଣାକୁ ଉଚିତ ବୋଲି ଭାବିବା ଅନୁଚିତ । ଏହା ହେବା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ ।

ଆସୁଥିବା ନିକଟ ସମୟରେ ଆପଣଙ୍କ ଜୀବନରେ ଘୋର ଆର୍ଥିକ ସମସ୍ୟା ଦେଖାଦେବାର ଏହା ଏକ ବଡ ସଙ୍କେତ ହୋଇଥାଏ । ତେଣୁ ଏହାକୁ ଦେଖି ଜାଣିଯିବେ କି ଆପଣଙ୍କ ଜୀବନରେ ଧନର ଅଭାବ ବହୁତ ଶୀଘ୍ର ଦେଖା ଦେବାକୁ ଯାଉଛି । ସବୁବେଳେ ଚେଷ୍ଟା କରିବେ ପକ୍ଷୀ ଦେଇଥିବା ଅଣ୍ଡକୁ ସୁରକ୍ଷିତ ଭାବେ ରଖିବା ପାଇଁ । ଏବଂ ସବୁବେଳେ ପକ୍ଷୀ ସହ ଆପଣଙ୍କୁମଧ୍ୟ ସେହି ଅଣ୍ଡାର ଯତ୍ନ ନେବା ଦରକାର ।

ଦିତୀୟ: ଯଦି ଆପଣଙ୍କୁ କୌଣସି ରୋଜଗାରର ସଠିକ ବାଟ ମିଳୁନାହିଁ ତେବେ ଆପଣ କିଛି ମିଠା ଅନ୍ନ ପ୍ରସ୍ତୁତ କରି କାଉକୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଶୀଘ୍ର ରୋଜଗାରର ମାର୍ଗ ଖୋଲି ଯାଇଥାଏ । ତୃତୀୟ: ଘରେ ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଲାଗିରହିଥାଏ ତେବେ ପ୍ରତ୍ୟକ ପୁର୍ଣିମା ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ।

ଏହା କରିବା ସହିତ ମାତା ଲକ୍ଷ୍ମୀଙ୍କ ଏକମାଳା ମନ୍ତ୍ର ଜପ କରନ୍ତୁ । ଏଭଳି କରିବାଦ୍ବାରା ଅର୍ଥ ଅଭାବ ଦୂର ହୋଇଥାଏ ଚତୁର୍ଥ: ପୂଜା କରିବା ସମୟରେ କେବେ ମଧ୍ୟ ହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ଅଟେ ନାହିଁ । ପଞ୍ଚମ: ପୂଜା କରିବା ସମୟରେ ମହିଳା ମାନେ କେବେ ମଧ୍ୟ ନଡିଆ ଭାଙ୍ଗିବା ଉଚିତ ନୁହେଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ପୁରୁଷ ଲୋକ ନଡିଆ ଭାଙ୍ଗିବା ଶୁଭ ହୋଇଥାଏ ।

ଷଷ୍ଠ: ଘରେ ଚେପା ହୋଇଯାଇଥିବା ବାସନ ରଖିବା ଉଚିତ ନୁହେଁ । କିମ୍ବା ଚେପା ଥାଳିରେ ମଧ୍ୟ ଖାଇବା ଅନୁଚିତ ଅଟେ । ଏମିତି କରିବା ଦ୍ଵାରା ଘରେ ଅଭାବ ଅସୁବିଧା ବଢିଥାଏ । ସପ୍ତମ: ଶୋଇବା ଘରର କାନ୍ଥ ଫାଟିବା ବହୁତ ଅଶୁଭ ହୋଇଥାଏ । ଏହା ଅର୍ଥ ହାନୀର ସମ୍ଭାବନା ସୃଷ୍ଟି କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *