ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ ଆଗ ହେବ କାହାର ମୃତ୍ୟୁ ? କେମିତି ଜାଣିବେ- Garuda Purana

ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଦୁନିଆର ସର୍ବ ଶ୍ରେଷ୍ଠ ସମ୍ପର୍କ ମଧ୍ୟରେ ଅନ୍ୟତମ ଅଟେ । ଯାହା ସବୁ ସମ୍ପର୍କ ଠାରୁ ନିଆରା ଅଟେ । ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଦୁହିଙ୍କ ମଧ୍ୟରେ ଟୀକା ଭାବେ ବୁଝାମଣା ରହିଲେ ଦାଂପତ୍ଯ ଜୀବନ ବେସ ଆନନ୍ଦମୟ ହୋଇଥାଏ । ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରୁ ପ୍ରଥମେ କାହାର ମୃତ୍ୟୁ ହେବ ସେହି ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ଏଥିପାଇଁ ଏକ ସହଜ ଉପାୟ ଆପଣଙ୍କୁ କରିବାକୁ ହେବ । ତେବେ ଆସନ୍ତୁ ଜଣାଇବା ସେହି ଉପାୟ ବିଷୟରେ ବିସ୍ତାର ଭାବେ ।

ଏଥିପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ନାମର ପ୍ରଥମ ଅକ୍ଷର ର ମୋଟ ଅକ୍ଷରର ଦୁଇ ଗୁଣ ରଖିବେ । ପୁନଶ୍ଚ ଦୁହିଙ୍କର ନାମାକ୍ଷର ରେ ଥିବା ମାତ୍ରା ସଂଖ୍ୟା କୁ ୪ ଗୁଣ କରି ପୂର୍ବୋକ୍ତି ଦୁହିଙ୍କର ନାମାକ୍ଷର ଥିବା ସଂଖ୍ୟା ଅନ୍ୟ ସାଙ୍ଗରେ ମିଶାଇ ୩ ଦ୍ଵାରା ହରଣ କରିବ । ଅବଶିଷ୍ଟ ୧ ବା ୦ ରହିଲେ ଅଗ୍ରେ ସ୍ଵାମୀ ର ମୃତ୍ୟୁ ହେବ ନଚେତ ୨ ରହିଲେ ଅଗ୍ରେ ଏସଟି ରୀ ର ମୃତ୍ୟୁ ହେବ ବୋଲି ଜଣାଇବେ ।

ଉଦାହରଣ ସ୍ୱରୂପ ସ୍ବାମୀଙ୍କର ନାମ ଧରନ୍ତୁ ଭଗବାନ ଓ ସ୍ତ୍ରୀ ଙ୍କର ନାମ ଧରନ୍ତୁ ଚାନ୍ଦ । ଭଗବାନ ନାମର ଅକ୍ଷର ସଂଖ୍ୟା ୪ ଓ ଚାନ୍ଦ ନାମର ଅକ୍ଷର ସଂଖ୍ୟା ୨ । ତେବେ ମୋଟ ସଂଖ୍ୟା ହେଲା ୬ । ତେବେ ୬+୬ = ୧୨ ହେଲା । ଏହା ପରେ ସ୍ବାମୀର ନାମ ମଧ୍ୟରେ କେବଳ ବା ଥିବାରୁ ମାତ୍ରା ସଂଖ୍ୟା ହେଉଛି ୧ । ସ୍ତ୍ରୀର ନାମ ମଧ୍ୟରେ କେବଳ ଚା ଥିବାରୁ ମାତ୍ରା ହେଉଛି ୧ । ତେବେ ମୋଟ ସଂଖ୍ୟା ହେଲା ୨ ।

ତେବେ ୨ ଗୁଣନ ୪ = ୮ ହେଲା । ଉଭୟ ଅକ୍ଷର ବା ପ୍ରଥମ ଅକ୍ଷର ଯାହା ୧୨ ବାହାରି ଥିଲା ଦ୍ଵିଗୁଣ ୧୨+୮ = ୨୦ ହେଲା । ତେବେ ୨୦/୩ ଲବଧ, ଅର୍ଥାତ ୨୦ କୁ ୩ ସହ ହରଣ କରିବେ ଯାହା ଅବଶିଷ୍ଟ ରହିଲା ୨ । ତେବେ ଏଥିରୁ ବୁଝା ପଡିଲା କି ଅବଶିଷ୍ଟ ୨ ରହିବା କାରଣରୁ ପ୍ରଥମେ ସ୍ତ୍ରୀ ଚାନ୍ଦ ର ମୃତ୍ୟୁ ହେବ ।

କହିବା ଅନୁଯାୟୀ ଯଦି ୦ ଅବଶିଷ୍ଟ ରହିଥାନ୍ତା ତେବେ ସ୍ବାମୀର ମୃତ୍ୟୁ ହୋଇଥାନ୍ତା । ଯଦି ୧ ରହିବା ତେବେ ସ୍ତ୍ରୀ ର ମୃତ୍ୟୁ ହେବ । ଏହ କଥା ଅନୁଯାୟୀ ଆମେ ଆପଣ ମାନଙ୍କୁ ଏହି ଉଦାହରଣ ଅନୁଯାୟୀ ବୁଝାଇଲୁ । ତେବେ ଏହି ଉଦାହରଣ ରେ ପ୍ରଥମେ ସତୀ ଚାନ୍ଦ ର ମୃତ୍ୟୁ ହେବ ।

ଆସା କରୁଛୁ ଆପଣ ମାନେ ଏହି ଉପାୟ ଟି କରି ଜାଣି ପାରିବେ କାହାର ମୃତ୍ୟୁ ଆଗ ହେବ ସ୍ଵାମୀ ନା ସ୍ତ୍ରୀ ର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *