ଟଙ୍କା ଗଣି ଗଣି ଥକିଯିବେ, ଦୀର୍ଘ 80 ବର୍ଷ ପରେ 16 Mayରେ ବନୁଛି “ମହାଲକ୍ଷ୍ମୀ ଯୋଗ”, ଏହି 6 ରାଶି ହେବେ କୋଟିପତି!

ଭାଗ୍ୟ ଓ ଭଗବାନ ଆମ ସହ ଥାନ୍ତି । ମାତ୍ର ଏହା ମଧ୍ୟ ସତ୍ୟ ଅଟେ କି ଆମ ମାନଙ୍କ ରାଶିର ଉପରେ ଗ୍ରହ ଙ୍କ ପ୍ରଭାବ ପଡିଥାଏ । ତେବେ ଏହି 16 ତାରିଖ ପରେ କିଛି ରାଶି ଙ୍କ ଭାଗୟରେ ପରିବର୍ତ୍ତନ ହେବା ପାଇଁ ଯାଉଛି । ଯଦି କେହି ନିଜ କାମ କରିବା ପାଇଁ ବାଟ ପାଉ ନଥିବେ ଏବେ ସେମାନେ ନିଜ କମ କରିବା ପାଇଁ ରାସ୍ତା ପାଇ ଯିବେ । ଯେଉଁ ମାନେ ସରକାରୀ କାମରେ ଫଶୀ ଯାଇ ଥିବବେ ତାଙ୍କ ପାଇଁ ଏବେ ସମୟ ଭଲ ରହିବ ।

ଆପଣ ଯଦି ବାହାର ଜାଗାରେ ନିଜର ପରିଚୟ କରିବା ପାଇଁ ଚାହୁଁ ଛନ୍ତି ତେବେ ନିଶ୍ଚିତ ଭାବେ କରି ପାରିବେ । ତେବେ ଆଜି ଆମେ କହିବା କି ମା ଲକ୍ଷ୍ମୀ ଙ୍କ କୃପା ଏବେ ହେବା ପାଇଁ ଯାଉଛି କିଛି ରାଶିଙ୍କ ଉପରେ । ଏବେ ମା ଲକ୍ଷ୍ମୀ ଦୟା ଆପଣଙ୍କ ଉପରେ ରହୁଥିବାରୁ କିଛି ଜାଗାରେ ଆପଣ ଏବେ ଅଚାନକ ଧନ ପାଇବେ ମଧ୍ୟ ।

ଯେଉଁ ମାନେ ନିଜ କାମକୁ ନେଇକି ଚିନ୍ତାରେ ରହୁ ଥିଲେ ସେମାନେ ଏବେ ଅନ୍ୟ ମାନଙ୍କ ଆଡୁ ନିଜର କାମ ହେବାର ଦେଖିବେ । ବ୍ୟାପାର ରେ ଧନ ବୃଦ୍ଧି ହେବା ପାଇଁ ଯାଉଛି । ଚାକିରି ରେ ଯେଉଁ ମାନେ ଅଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ । ଯେଉଁ ମାନେ ବାହା ହେବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ବିବାହ କରି ପାରିବେ ।

ପ୍ରେମ ବିବାହର କଥା କହିବା ଯଦି ଏବେ ଆପଣ ଯାହାକୁ ଭି ବିବାହ କରିବା ପାଇ ଚାହୁଁ ଛନ୍ତି ତାଙ୍କୁ ଆପଣ ନିଜ ପରିବାର ସହ ଦେଖା କରାଇ ପାରିବେ । ଯିଏ ଭି ଆପଣଙ୍କ ପାଖରେ ନିଜ କାମକୁ ନେଇକି ଆସିବ ଏହା ପାଇଁ ଆପଣ ଟିକେ ସାବଧାନ ରହିବା ନିହାତି ଭାବେ ଦରକାର କାରଣ ଏହା ନହେଲେ ଆପଣ ବହୁତ କ୍ଷତି ର ସାମନା କରି ପାରନ୍ତି ।

ଆପଣ ନିଜ କଥା କାହାକୁ କହିବା ଆଗରୁ ଏହା ଆପଣ ଆହା ଚିନ୍ତା କରି ନେବେ କି ଏହା ଆପଣଙ୍କ ପାଇଁ ଠିକ କି ନାଇ । କିଛି ଜାଗାରେ ଆପଣ ନିଶ୍ଚିତ ଭାବେ ଠିକ ହୋଇ ପାରନ୍ତି ମାତ୍ର ଆପଣ ନିଜ ପରିବାର ମାତା ମତ ନେଇକି କାମ କରିବା ଭଲ । ଆପଣ ଯଦି କାମ କରିବା ପାଇଁ ଚାହୁଁ ଛନ୍ତି ତେବେ ଆଗ ଆପଣ ନିଜକୁ ଶାନ୍ତ କରିକି ଏହାକୁ କରିବା ଭଲ ହୋଇ ଥାଏ ।

ତେବେ ଆପଣ କିଛି ନିଷ୍ପତ୍ତି ନେବା ଆଗରୁ ଆଗ ନିଜ ଅପରିବାର ସହ ଆଲୋଚନା କରିବେ । ଆପଣଙ୍କ ପରିବାର ଥିବା ମନାନ୍ତର ମଧ୍ୟ ଦୂର ହୋଇଯିବ । ଯେଉଁ ମାନେ ମା ଲକ୍ଷ୍ମୀ ଙ୍କ ପୂଜା ପ୍ରତେକ ଦିନ କରିବେ ସେମାନେ ଆହୁରି ଭଲ ପରିଣାମ ପାଇବେ ।

ଷ୍ଟକ ମାରକେଟ ରେ ଲଗାଇ ଥିବା ପଇସା ଆମେ ଏବେ ପାଇ ଯିବା । କିଛି ନୂଆ ଘର କିମ୍ବା ଜାଗା କିଣି ପାରନ୍ତି । ଯେଉଁ ମାନେ ନିଜ ପଇସା କାହାକୁ ଧାର ରେ ଦେଇ ଥିବେ ସେମାନେ ଏବେ ପାଇବା ଖୁବ କଷ୍ଟ କର ହୋଇଯିବ ।

Leave a Reply

Your email address will not be published. Required fields are marked *