ବନ୍ଧୁଗଣ ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣ ରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
୧- ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?
ଉତ୍ତର- ଗୌତମ ବୁଦ୍ଧ ।
୨- ଭାରତର ସବୁଠୁ ଥଣ୍ଡା ଜିଲ୍ଲା କଣ ଅଟେ ?
ଉତ୍ତର- ଶ୍ରୀନଗର ।
୩- ଗାଡି ର ନମ୍ବର ପ୍ଳେଟ କେଉଁ ଦେଶରେ ଜାରି ହୋଇଥିଲା ?
ଉତ୍ତର- ଫ୍ରାନ୍ସ ।
୪- ବିଶ୍ଵ ର ସବୁଠୁ ଉଚ୍ଚ ପର୍ବତ ଶ୍ରୀଖର କେଉଁଠି ଅବସ୍ଥିତ ?
ଉତ୍ତର- ନେପାଳ ।
୫- ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ ।
୬- ସାତ ପାହାଡର ନଗର କାହାକୁ କୁହାଯାଏ ?
ଉତ୍ତର- ରୋମ ।
୭- କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?
ଉତ୍ତର- ଆଇସଲ୍ୟାଣ୍ଡ ।
୮- ଆଳୁ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ପେରୁ ।
୯- କେଉଁ ଦେଶରେ ଲୋକ ସବୁଠୁ କମ ମାଂସ ଖାଇଥାନ୍ତି ?
ଉତ୍ତର- ଭୁଟାନ ।
୧୦- କେଉଁ ଜିନିଷ ପାଣି ରେ ଜଳିଥାଏ ?
ଉତ୍ତର- ସୋଡିୟମ ।
୧୧- କଳା ରଙ୍ଗର ହଁସ କେଉଁଠି ମିଳିଥାନ୍ତି ?
ଉତ୍ତର- ଅଷ୍ଟ୍ରେଲିୟା ।
୧୨- ସୁନାର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଆର୍ଯ୍ୟଭଟ୍ଟ ।
୧୩- ଶଶୁର, ଜୋଇଁ, ଶଳା, ଭିଣେଇ କଂସା ୩ଟି କେହି କାହା ସହ ଖାଇବେ ନାହି । କିପରି ?
ଉତ୍ତର- ଶଶୁର ଜ୍ଵାଇଁ ଆଉ ଶଳା ମିଶି ୩ ଜଣ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।