ଆପଣଙ୍କୁ ଏହି ୮ଟି ସଙ୍କେତ ମିଳୁଥିଲେ ଆପଣ କୌଣସି ସାଧାରଣ ମଣିଷ ନୁହନ୍ତି- Sri Krishna

ନମସ୍କାର ବନ୍ଧୁଗଣ, ମଣିଷ ହେଲେ କିଛି ମଧ୍ୟ କିଛି ଲୋକଙ୍କ ଉପରେ ଭଗବାନଙ୍କ ଆଶ୍ରିବାଦ ରହିଥାଏ । ତେଣୁ ସେମାନେ ଭଗବାନ ସଦୃଶ ହୋଇଥାନ୍ତି । ତେବେ କିଭଳି ଜାଣିବେ ଏବଂ ଚିହ୍ନିବେ ଏପରି ପୂଣ୍ୟ ମଣିଷଙ୍କୁ । ଏହାକୁ ଜାଣିବା …

Read More

ବାଛନ୍ତୁ ନିଜ ରାଶିର Emoji ଓ ଜାଣନ୍ତୁ ନିଜ ବିଷୟରେ ସବୁ ରାଜ୍- Personality Test

ନମସ୍କାର ବନ୍ଧୁଗଣ, ନିଜକୁ ନିଜେ ଚିହ୍ନିବାର ଏକ ପ୍ରୟାସ ନିଶ୍ଚୟ କରନ୍ତୁ ଅମା ସହ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏମିତି ଗୋଟିଏ ଉପାୟ ଯାହାକୁ କରିବା ଫଳରେ ଆପଣ ନିଜକୁ ନିଜେ ଚିହ୍ନି …

Read More

ଜୀବନରେ କେବେ ଅଲଗା ହୁଅନ୍ତି ନାହିଁ ଏହି 5ଟି ନାମର ଯୋଡି, ଦେଖନ୍ତୁ ଆପଣଙ୍କ ଯୋଡି ଅଛି ନା ନାହିଁ

ନମସ୍କାର ବନ୍ଧୁଗଣ, ଆମେ ଯାହାକୁ ଭଲ ପାଇଥାଉ ଏବଂ ଯାହାର ହାତ ଧରି ବିବାହ କରିଥାଉ ଆମେ ଚାହିଁଥାଉ ତାଙ୍କ ସହ ସାରା ଜୀବନ ବିତାଇବା ପାଇଁ । ଏବଂ ଜୀବନର ସମସ୍ତ ଖୁସିକୁ ମିଳି ମିଶି ଉପଭୋଗ କରିବାର ଇଛା …

Read More

ହୃଦୟ ଉପରେ ହାତ ରଖି ବାଛନ୍ତୁ ଗୋଟେ ହୃଦୟ ଓ ଜାଣନ୍ତୁ ତାଙ୍କ ବିଷୟରେ ଗୋଟେ ରାଜର କଥା- Personality Test

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ପ୍ରେମର ମାନେ ହିଁ ବଦଳି ଯାଇଛି । ଏହାର ଅର୍ଥ ଏହା ନୁହେଁ କି ପ୍ରେମ ମରିଯାଇଛି । ଆଜି ବି ବହୁତ ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ଚିର ଅମର କରି ରଖିବା …

Read More

Interesting GK: ଏମିତି କଣ ଅଛି ଯାହା ଆପଣଙ୍କର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନ ? ଏହା ସହ ଆହୁରି 14 GK Quiz

ନମସ୍କାର ବନ୍ଧୁଗଣ, ନିଜର ଜ୍ଞାନ ଘରକୁ ସର୍ବଦା ଖୋଲା ରଖନ୍ତୁ ବଢିବା ନିମନ୍ତେ । କାରଣ ଆମେ ଆପଣ ମାନଙ୍କ ପାଇଁ ଏଭଳି କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ ଯାହାକୁ ଆପଣ କେବେ ନା କେବେ ନିଜ ମନରେ ଭାବି …

Read More

ଜାଣନ୍ତୁ କେଉଁଦିନ କଣ କିଣି ଘରକୁ ଆଣିବା ହୋଇଥାଏ ଶୁଭ ଓ କେଉଁଦିନ ହୋଇଥାଏ ଅଶୁଭ- Vaastu Tips

ନମସ୍କାର ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ବହୁତ କିଛି ନୀତି ନିୟମ ରହିଛି । କିନ୍ତୁ ଏହି ବ୍ୟସ୍ତତା ଜୀବନ ମଧ୍ୟରେ ଏହି ସବୁ ନୀତି ନିୟକୁ କିଛି ଲୋକ ହେଜ୍ଞାନ କରି ମାନନ୍ତି ନାହି । ଯାହାର କୁପ୍ରଭାବ ସେମାନଙ୍କ ଉପରେ …

Read More

ଶ୍ରୀ କୃଷ୍ଣ କହିଛନ୍ତି ଘରେ ମୟୂର ପୁଛ ରଖିବାର ଏହା ହେଉଛି ସଠିକ ସମୟ, 1 ମାସରେ ହେବ ଧନର ବର୍ଷା- Vaastu Tips

ନମସ୍କାର ବନ୍ଧୁଗଣ, ମୟୂର ପଙ୍ଖ ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ସେ ଏହାକୁ ନିଜ ମଥାରେ ସର୍ବଦା ଲଗାଇଥାନ୍ତି । ଶାସ୍ତ୍ରରେ ଏହି ମୟୁର ପଙ୍ଖର ବହୁତ ହିଁ ମାନ୍ୟତା ରହିଛି । ଏହାକୁ ଏକ ଜନ୍ତ୍ର …

Read More

ଜାଣନ୍ତୁ “କଳ୍କି” ଙ୍କ ଆବିର୍ଭାବ ସମୟ, କଣ କହୁଛି Malika

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ସମସ୍ତଙ୍କୁ ଅଳ୍ପ ବହୁତ ହେଉ ପଛେ ମାଲିକାରେ ଉଲ୍ଲେଖ ରହିଥିବା କଳ୍କି ଅବତାର ବିଷୟରେ ନିଶ୍ଚୟ କିଛି ଜ୍ଞାନ ରହିଥିବ । ମହାପୁରୁଷ ଅଚ୍ୟୁତା ନନ୍ଦ ନିଜ ଦିବ୍ୟ ଦୃଷ୍ଟି ଫଳରେ ୬୦୦ ବର୍ଷ ପୂର୍ବରୁ …

Read More

Interesting GK Questions: ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ମାତ୍ରେ ଆଉ ଓଲ୍ହେଇହେବ ନାହିଁ ? ଏହା ସହ ଆହୁରି 17 GK Quiz

ନମସ୍କାର ବନ୍ଧୁଗଣ, ନିଜର ଜ୍ଞାନ ବଢାଇବା ସହ ପିଲାମାନଙ୍କ ପାଠ ପଢାରେ ମଧ୍ୟ ସହାୟ ହେବ । ଆପଣଙ୍କ ଚାରିପାଖରେ ରହୁଥିବା ଲୋକଙ୍କ ଭିତରେ ଆପଣ ଜ୍ଞାନୀ ରୁପେ ବିବେଚିତ ହେବେ । କିଛି ପ୍ରଶ୍ନ ର ଉତ୍ତର ନପାଇ ଆପଣ …

Read More

ହୃଦୟରୁ ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ମନେ ପାକଉଛନ୍ତି କି ନାହିଁ- Love Quiz

ନମସ୍କାର ବନ୍ଧୁଗଣ, ସମସ୍ତଙ୍କର ଇଚ୍ଛା ଥାଏ କି ସେ ଯାହାକୁ ଭଲ ପାଉଛନ୍ତି ତାଙ୍କ ସାଥି ତାଙ୍କ କଥା ରାତି ଦିନ ସବୁବେଳେ ଭାବୁଥାଉ । କିନ୍ତୁ କାହା ମନ କଥା ତ କାହାକୁ ଜଣା ନଥାଏ ତ କିଭଳି ଜାଣିବେ …

Read More